Odisha Link
Bridging the Missing Links in Odisha
Browsing Tag

Open

ଜୁନ୍ ପହିଲାରୁ ଖୋଲିବ କଲେଜ ଓ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସାମନ୍ୟ ହ୍ରାସ ପାଇବାରେ ଲାଗିଛି। ଏହାରି ମଧ୍ୟରେ ସରିଛି ଖରାଦିନ ଛୁଟି। ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି। ତେବେ ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା। ଏନେଇ ସମସ୍ତ କୁଳପତି ଓ କଲେଜ…

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକଡାଉନ ଘୋଷଣା କରିଛନ୍ତି। ଆଉ ଦିନକ ପରେ ଲାଗୁ ହେବ ଲକଡାଉନ। ମାତ୍ର ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର। କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ।…

ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ

ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ। ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଥିସହିତ ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ କୌଣସି ବେଶ ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ…

ଆଜିଠୁ ରାଜଧାନୀର ସବୁ ଆହାର କେନ୍ଦ୍ର…

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ଖୋଲିବ ଆହାର କେନ୍ଦ୍ର। କରୋନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ରାଜଧାନୀ ଭୁବନେଶ୍ବରର କିଛି ଆହାର କେନ୍ଦ୍ର ଗଡ଼ିକ ବନ୍ଦ ଥିଲା। ମାତ୍ର ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲିବ। ରାଜଧାନୀରେ ଆହାର କେନ୍ଦ୍ର ଖୋଲିବା ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ…

ଆଜିଠୁ ଖୋଲିଲା ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କରୋନା ପାଇଁ ଭିତରକନିକା ବନ୍ଦ ଥିବାବେଳେ ବେଳେ ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ ହେବା ହେତୁ ରାଜ୍ୟ ସରକାର ଭିତରକନିକାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ କଟକଣା ମାନି ଜାତୀୟ ଉଦ୍ୟାନ…

୭ ମାସ ପରେ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇରହିଥିଲା। ଅନ୍‌ଲକ୍-୫ରେ ଏବେ କିଛି କିଛି ପର୍ଯ୍ୟଟନ ସ୍ଥଳୀ ଖୋଲିବାରେ ଲାଗିଛି। ଏହାରି ମଧ୍ୟରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ଆଜି ରାଜଧାନୀରେ ଥିବା ଧଉଳି ପାହାଡ ଉପରେ ଥିବା…

ଅକ୍ଟୋବର ୧୫ରୁ ଏହି ରାଜ୍ୟରେ ଖୋଲିବ…

ଉତ୍ତରପ୍ରଦେଶ: ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର ଖୋଲିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ଆଦେଶ ଜାରି କରି କହିଛନ୍ତି…

ଆସିଲା ଅନଲକ୍-୫ ଗାଇଡଲାଇନ: ଜାଣନ୍ତୁ କଣ…

ନୂଆଦିଲ୍ଲୀ: ଅନଲକ୍-୫ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଅନଲକ୍-୫ ଗାଇଡଲାଇନରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ ରହିବ। ଅଳ୍ପ କିଛି କଟକଣା ରଖି ଅବରୋଧ ଅଂଚଳରେ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ସ୍କୁଲ ଓ କୋଚିଂ ସେଂଟର ଖୋଲିବା…

ଅକ୍ଟୋବର ୨ରୁ ଖୋଲିବ ଚନ୍ଦକା ଅଭୟାରଣ୍ୟ

ଚନ୍ଦକା: ଆସନ୍ତା ଅକ୍ଟୋବର ୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ ଚନ୍ଦକା ଅଭୟାରଣ୍ୟ। ଚନ୍ଦକା ଅଭୟାରଣ୍ୟ ସହ ପର୍ଯ୍ୟଟକମାନେ ଡେରାସ ମଧ୍ୟ ବୁଲିପାରିବେ। ଏନେଇ ଚନ୍ଦକା ଡିଏଫଓ କେଦାର ସ୍ୱାଇଁ ସୂଚନା ଦେଇଛନ୍ତି। ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ,…

ହୀରାକୁଦର ୧୨ଟି ଗେଟ୍ ନେଇ ଜଳ ନିଷ୍କାସନ

ଭୁବନେଶ୍ୱର: ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦର ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ ଖୋଲାଯାଇଛି। ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ…