Odisha Link
Bridging the Missing Links in Odisha
Browsing Tag

oscar

ଓସ୍କାରରେ ‘ନାଟୁ ନାଟୁ’ର…

ଓଏଲ୍‌ ବ୍ୟୁରୋ: ବିଶ୍ବ ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର ୯୫ ତମ ଓସ୍କାର ପୁରସ୍କାର ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା ହୋଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରି ମନୋନୟନ ହୋଇଛି। ଓସ୍କାର ପାଇଁ ମନୋନୀତ ହେଲା ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆରଆରଆରର ଗୀତ ।…

Fact Check: ନୀଳମାଧବ ପଣ୍ଡାଙ୍କ ଓସ୍କାର…

ଭୁବନେଶ୍ବର: କେବଳ ଓଡ଼ିଶାର ନୁହେଁ, ବର୍ତ୍ତମାନ ସମୟରେ ସର୍ବଭାରତୀୟ ସ୍ତରରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଜଣେ ଚଳଚ୍ଚିତ୍ର ନିର୍ମାତା ଭାବେ ବେଶ୍‌ ପ୍ରସିଦ୍ଧ। ତାଙ୍କର ଭିନ୍ନ ଶୈଳୀର ସିନେମା ଓ ଏ ସଂକ୍ରାନ୍ତୀୟ ସଫଳତା ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରନ୍ତି। ତାଙ୍କ ନିର୍ମିତ ସଦ୍ୟ ଓଡ଼ିଆ ଚଳଚ୍ଚିତ୍ର…

ଓସ୍କାର ତାଲିକାରେ ସାମିଲ ହେଲା ସିନେମା…

ଭୁବନେଶ୍ୱର: ଓସ୍କାର ଆୱାର୍ଡ ତାଲିକାରେ ସାମିଲ ହେଲା ହିନ୍ଦି ସିନେମା 'ଦ ଚେକ୍ ପୋଷ୍ଟ'। ସିନେମାଟି ଏକ ସତ କାହାଣୀ ଉପରେ ଆଧାରିତ ହୋଇଛି। ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁଙ୍କ ଲିଖିତ ପୁସ୍ତକ "ତନଖି ଫାଟକ' ବା 'ଦ ଚେକ୍ ପୋଷ୍ଟ' କାହାଣୀ ଉପରେ ନିର୍ମିତ ହୋଇଛି ଏହି ସିନେମା। 'ଦ…

ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ। ପ୍ରଥମ ଭାରତୀୟ ଭାବରେ ଓସ୍କାର ହାସଲ କରିଥିବା ଭାନୁ ଆଥେୟାଙ୍କ କାଲି ପରଲୋକ ହୋଇଛି। ଭାନୁଙ୍କର ୯୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ଚନ୍ଦନବାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ୧୯୮୩ରେ ନିର୍ମିତ ଫିଲ୍ମ ଗାନ୍ଧୀ…

ଓସ୍କାର ଦୌଡ଼ରେ ଓଡ଼ିଆ ‘ଦ ଲାଷ୍ଟ କଲର୍‌’

ଭୁବନେଶ୍ୱର : ଅନେକ ସିନେମାର ନିର୍ଦ୍ଦେଶକ ନିଜ ସିନେମାକୁ ଓସ୍କାର ତାଲିକାରେ ଦେଖିବାକୁ ଚାହିଁ ଥାନ୍ତି । ବର୍ତ୍ତମାନ ଓସ୍କାର ଦୌଡ଼ରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ସିନେମା ‘ଦ ଲାଷ୍ଟ କଲର୍‌’ ସାମିଲ ହୋଇଛି । ଓସ୍କାର ପାଇଁ ମନୋନୀତ ହୋଇଥିବା ୩୪୪ଟି ସିନେମା ମନୋନୀତ କରାଯାଇଛି ।…