Odisha Link
Bridging the Missing Links in Odisha
Browsing Tag

Padampur Bypoll

କାହାର ହେବ ପଦ୍ମପୁର ?

ଓଏଲ୍‌ ବ୍ୟୁରୋ: ନେତା ବାଛିଲେ ପଦ୍ମପୁର ଜନତା। ଶାନ୍ତି ଶୃଙ୍ଖଳାର ସହିତ ସରିଲା ପଦ୍ମପୁର ଉପନିର୍ବାଚନ। ଇଭିଏମରେ ସିଲ୍‌ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ଫଳାଫଳ ନେଇ ନେତାଙ୍କ ଛାତିି ଧଡ ଧଡ ହେଉଥିବାବେଳେ ଗୁରବାର ଆସିବ ପଦ୍ମପୁର ଫଳାଫଳ। ରେଜଲ୍ଟ ଯାହା ସପକ୍ଷରେ ଗଲେ ବି ୨୦୨୪ ପାଇଁ ଏହା ଯେ ସବୁ ଦଳ…

ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବର୍ଷା

ଓଏଲ୍‌ ବ୍ୟୁରୋ: ନେତା ବାଛୁଛନ୍ତି ପଦ୍ମପୁର ଜନତା। ସକାଳ ୭ଟାରୁ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ମଧ୍ୟ…

ପଦ୍ମପୁର: ବର୍ଷାଙ୍କ ପାଇଁ ପ୍ରଚାର କରିବେ…

ଓଏଲ୍‌ ବ୍ୟୁରୋ: ଆଜି ପଦ୍ମପୁରରେ ପାଓ୍ବାର ସୋ' କରିବ ବିଜୁ ଜନତା ଦଳ। ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିନକରେ ତିନୋଟି ଜନସଭରେ ପଦ୍ମପୁରବାସୀଙ୍କୁ ସମ୍ବୋଧିକ କରିବେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ସମୟରେ ପଦ୍ମପୁର ନିକଟସ୍ଥ…

ପଦ୍ମପୁର ଉପନିର୍ବାଚନ : ଡିସେମ୍ବର ୨ରେ…

ଓଏଲ୍‌ ବ୍ୟୁରୋ: ପ୍ରଚାରରେ କମ୍ପୁଛି ପଦ୍ମପୁର । ଉପନିର୍ବାଚନରେ ଲୋକଙ୍କ ମନ ଜିଣିବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ବିଜେଡିର ମାଳ ମାଳ ମନ୍ତ୍ରୀ, ବିଧାୟକ ପ୍ରଚାର କରୁଛନ୍ତି। ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ କରୁଛନ୍ତି ଜୋରଦାର…

ପଦ୍ମପୁରରେ ରେଡ୍‌ ରାଜନୀତି

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ୁଛି । ଏହିସବୁ ମଧ୍ୟରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ ରାଜନୀତି। ପଦ୍ମପୁରରେ ସକାଳେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ରେଡ୍‌ କରିିଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌…

ପଦ୍ମପୁର ଉପନିର୍ବାଚନ: ପ୍ରଦୀପ ଭରିଲେ…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ଅନ୍ୟପଟେ ବିଜେଡି ଓ ବିଜେପି ମଧ୍ୟରେ ଚାଷୀ ପ୍ରସଙ୍ଗକୁ ନେଇ ଚାଲିଛି ଲଢ଼େଇ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ବିଜେଡିର ବରିଷ୍ଠ ନେତା ଓ ସହକର୍ମୀଙ୍କ ସହ ଯାଇ ନାମାଙ୍କନ…

ନାମାଙ୍କନ ଭରିଲେ ବର୍ଷା

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି। ଆଜି ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିର ବରିଷ୍ଠ ନେତା ଓ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବର୍ଷା ସିଂ ବରିହା।…

ନାମାଙ୍କନ ଭରିଲେନି ପ୍ରଦୀପ ପୁରୋହିତ,…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ବିରାଟ ପଟୁଆର ଧରି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସାଥିରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଅନ୍ୟ ନେତାମାନେ।…

ପଦ୍ମପୁର ଉପନିର୍ବାଚନ: ବିଜେପି ନେତାଙ୍କ…

ପଦ୍ମପୁର: ଉପନିର୍ବାଚନ ପାଇଁ ପଡ଼ୁଛି ଉଠୁଛି ପଦ୍ମପୁର। ଉପନିର୍ବାଚନ ଜିତିବା ପାଇଁ ତିନି ଦଳ କରୁଛନ୍ତି ଜୋରଦାର ପ୍ରୟାସ। ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଘୋଷଣା କରିଥିବା ବେଳେ ଆଜି ବିଜେଡି କରିଛି ପ୍ରାର୍ଥୀ ଘୋଷଣା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ…

ପଦ୍ମପୁର ଉପନିର୍ବାଚନ: ଆଉକିଛି ସମୟ ପରେ…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଏପର୍ଯ୍ୟନ୍ତ ଘୋଷଣା କରିନି ପ୍ରାର୍ଥୀଙ୍କ ନାମ। ଏସବୁ ମଧ୍ୟରେ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଆଉ କିଛି ସମୟ…