Odisha Link
Bridging the Missing Links in Odisha
Browsing Tag

Padampur Election

ପଦ୍ମପୁର ଜନାଦେଶକୁ ପ୍ରଦୀପ ପୁରୋହିତଙ୍କ…

ଓଏଲ୍ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ଆସିଲା ଜନାଦେଶ। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ। ପଦ୍ମପୁର ଜନାଦେଶକୁ ସ୍ବାଗତ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ଜିତ୍ ହାର ବଡ ପ୍ରସଙ୍ଗ ନୁହେଁ, ପରାଜିତ ହେଲେ ବି ଲୋକଙ୍କ ସହ ରହିଵି। ଏଠି ବିଜୁ ଜନତା ଦଳ ନୁହେଁ…

ପଦ୍ମପୁର ଜନାଦେଶ :ବିଜେଡି ଆଗରେ, ବିଜେପି…

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ଜାରି ରହିଛି ଭୋଟ ଗଣତି। ପ୍ରଥମ ରାଉଣ୍ଡରୁ ବର୍ଷା ସିଂ ବରିହା ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଥିବାବେଳେ ରାଉଣ୍ଡ ପରେ ରାଉଣ୍ଡ ଗଣତି ଜାରି ରହିଛି। ମୋଟ ୨୩ଟି ରାଉଣ୍ଡ ହେବାକୁ ଥିବାବେଳେ ୧୮ଟି ରାଉଣ୍ଡ ଶେଷ ହୋଇଛି। ୧୮ ରାଉଣ୍ଡରେ ବିଜେଡିକୁ…

ପଦ୍ମପୁର: ବର୍ଷାଙ୍କ ପାଇଁ ପ୍ରଚାର କରିବେ…

ଓଏଲ୍‌ ବ୍ୟୁରୋ: ଆଜି ପଦ୍ମପୁରରେ ପାଓ୍ବାର ସୋ' କରିବ ବିଜୁ ଜନତା ଦଳ। ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିନକରେ ତିନୋଟି ଜନସଭରେ ପଦ୍ମପୁରବାସୀଙ୍କୁ ସମ୍ବୋଧିକ କରିବେ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ସମୟରେ ପଦ୍ମପୁର ନିକଟସ୍ଥ…

ପଦ୍ମପୁରରେ ରେଡ୍‌ ରାଜନୀତି

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ୁଛି । ଏହିସବୁ ମଧ୍ୟରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍‌ ରାଜନୀତି। ପଦ୍ମପୁରରେ ସକାଳେ ବିଜେଡି ନେତାଙ୍କ ଘରେ ଆୟକର ବିଭାଗ ରେଡ୍‌ କରିିଥିବା ବେଳେ ସନ୍ଧ୍ୟାରେ ବିଜେପି ନେତାଙ୍କ ଦୋକାନରେ ଜିଏସ୍‌ଟି ରେଡ୍‌…