Odisha Link
Bridging the Missing Links in Odisha
Browsing Tag

Padma Shri

୧୦୬ ଜଣଙ୍କୁ ପଦ୍ମ ପୁରସ୍କାର, ଓଡ଼ିଶାର ୪…

ଓଏଲ୍‌ ବ୍ୟୁରୋ: ୭୪ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତଥର ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତି କରାଯାଇଛି। ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମଭୂଷଣ ଏବଂ ୯୧ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ୧୦୬ ଜଣଙ୍କ…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍

ଭୁବନେଶ୍ୱର: ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଅସୁସ୍ଥ

ଭୁବନେଶ୍ୱର: ପୁଣି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ୱାସ ସମସ୍ୟା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତୁଳସୀ ମୁଣ୍ଡା ତାଙ୍କ ବଡବିଲ୍ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ…

ଆଇସିୟୁରେ ସ୍ବାଧୀନତା ସଂଗ୍ରାମୀ ଭବାନୀ…

ଭୁବନେଶ୍ବର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଗରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ଶ୍ରୀ ପଟ୍ଟନାୟକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସେଠାରେ…

ଆମକୁ ଗାଳି ଦିଅ, ପାକିସ୍ତାନୀକୁ ସମ୍ମାନ…

ମୁମ୍ବାଇ : ରାଜନୀତିରେ ସିଏ ସିଏର ଝଡ ଥମିବାର ନାଁ ଧରୁନି । ଏହାର ଝଲକ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ୍ ଅଭିନେତ୍ରୀ ସ୍ବରା ଭ‌ାସ୍କର ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବା ନେଇ ବିରୋଧ କରିବା ସହ ପାକିସ୍ତାନୀକୁ ସମ୍ମାନ ଦିଆଯାଉଥିବା କଥା କହିଛନ୍ତି । ସରକାରଙ୍କ ଏପରି…

ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଲେ…

ମୁମ୍ବାଇ : ବଲିଉଡରେ ନିଜକୁ ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ଗଢ଼ି ତୋଳିଛନ୍ତି କଙ୍ଗନା ରାଣାଓ୍ବତ୍‌ । ସେ ଅନେକ ସିନେମାରେ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି । କଙ୍ଗନା ୩ ଥର ଜାତୀୟ ପୁରସ୍କାର ହାସଲ କରିସାରିଛନ୍ତି । ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର…

ପ୍ରକାଶ ରାଓ, କମଳା ପୁଜାରୀ ଓ ଦୈତାରୀ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ସମାଜସେବା କ୍ଷେତ୍ରରେ ଡି ପ୍ରକାଶ ରାଓ ଓ ଦୈତାରୀ ନାଏକ ଦେଶର ଏହି ୪ର୍ଥ ଶ୍ରେଷ୍ଠ ସମ୍ମାନ ପାଇଥିବା ବେଳେ କୃଷିକ୍ଷେତ୍ରରେ କମଳା ପୂଜାରୀଙ୍କୁ ଏହା ମିଳିଛି। ଆଜି…