Odisha Link
Bridging the Missing Links in Odisha
Browsing Tag

Panchayat

ନରସିଂହପୁର: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ…

କଟକ: ଆଉ ମାତ୍ର ଦୁଇଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଗତ ରାତିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ରବିବାର ରାତିରେ କାଠଖୁଣ୍ଟୁ ପଞ୍ଚାୟତର ସରପଞ୍ଚ…

ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସରପଞ୍ଚ ହେଲେ ପାକିସ୍ତାନୀ ମହିଳା। ମହିଳାଙ୍କ ନାମ ବାନୋ ବେଗମ୍, ବୟସ ୬୫ ବର୍ଷ। ତାଙ୍କ ଘର ପାକିସ୍ତାନରେ ହୋଇଥିଲେ ମଧ୍ୟ ସେ ଉତ୍ତରପ୍ରଦେଶରେ ଏଟା ଜିଲ୍ଲାର ଗୁଆଡୁଆ ଗ୍ରାମପଞ୍ଚାୟତ ସରପଞ୍ଚ ହୋଇଛନ୍ତି। କିନ୍ତୁ ଏଯାଏଁ ତାଙ୍କୁ ଭାରତୀୟ ନାଗରିକତା ମିଳିନାହିଁ, ହେଲେ ସେ…

୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ…

ଭୁବନେଶ୍ୱର: ୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା। ରାଜ୍ୟ ସ୍ତରୀୟ କାର୍ଯ୍ୟକାରିତା କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି। ହାଇସ୍ପିଡ୍ ଇଣ୍ଟରନେଟ୍‌ ସେବା ପାଇଁ ଦୂରସଞ୍ଚାର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ହାଇସ୍ପିଡ୍ ଇଣ୍ଟରନେଟ୍‌…

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ:…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କରୋନା ରୋଗର ଚିକିତ୍ସା ପାଇଁ ନିର୍ଦ୍ଧିଷ୍ଟ ପଦ୍ଧତି ବାହାରି ନାହିଁ । ତେଣୁ ସତର୍କତା ହିଁ ମାନବ ଜାତି ପାଇଁ ଶ୍ରେଷ୍ଠ ଉପାୟ। ସାମାଜିକ ଦୂରତା, ମାସ୍କ…

ପଞ୍ଚାୟତ ଅଫିସରେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟର ୪୨୯୧ଟି ପଞ୍ଚାୟତରେ ବ୍ୟାଙ୍କ ସେବା ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳର ପଞ୍ଚାୟତ ଅଫିସରେ ବ୍ୟାଙ୍କ ଖୋଲିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ସରକାର ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଅଫିସ ଦେବେ । ଖୁବଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା…

୩୭୦ ପଞ୍ଚାୟତରେ ନାହିଁ ହାଇସ୍କୁଲ

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ନାହିଁ ହାଇସ୍କୁଲ। ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ବିଧାନସଭାରେ ବିଜେଡି ବିଧାୟକ କିଶୋର…