Odisha Link
Bridging the Missing Links in Odisha
Browsing Tag

Paradip

ସମୁଦ୍ରରେ ଲୀନ ହୋଇଯିବ ଦେଶର ୧୨ ସହର,…

ନୂଆଦିଲ୍ଲୀ: ୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପାଣିରେ ବୁଡ଼ିଯିବ। ଅର୍ଥାତ୍‌ ଆଉ ୭୯ ବର୍ଷ ପରେ ସମୁଦ୍ର ଗର୍ଭରେ ଲୀନ ହେବ ଦେଶର ପ୍ରମୁଖ ୧୨ ସହର। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର…

ଗୁଜୁରାଟର ହାଜରାରୁ ପାରାଦୀପକୁ ଜାହାଜରେ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ହାଜରା ଠାରୁ ଇଣ୍ଡିଆନ ଅଏଲର ବୃହତ ଏମଇଜି(ମୋନୋ ଏଥିଲିନ ଗ୍ଲାଇକୋଲ) ପ୍ଲାଂଟ୍ ପାଇଁ ପାରାଦୀପ ପର୍ଯ୍ୟନ୍ତ ଜାହାଜ ଯୋଗେ ଗୁରୁତ୍ୱପୂର୍ଣ୍ଣ ଉପକରଣ ପଠାଇବାର ଫ୍ଲାଗ୍ ଅଫ୍ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଉପକରଣ ଗୁଡ଼ିକ ହେଉଛି…

ପାରଦୀପରେ ‘ସାଗର କବଚ’ ସମରାଭ୍ୟାସ…

ପାରଦୀପ: ଆଜି ଠାରୁ ପାରଦୀପରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ଦୁଇଦିନିଆ ମିଳିତ ସମରାଭ୍ୟାସର ନାମ ‘ସାଗର କବଚ’ ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଉପକୂଳ ଅଞ୍ଚଳରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ମିଳିତ ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ,…

ଜୁଲାଇ ୨୫ରୁ ୨୨ ଦିନ ସଟ୍‌ଡାଉନ୍ ପାରାଦୀପ…

ପାରାଦୀପ: ଜୁଲାଇ ୨୫ ତାରିଖରୁ ୨୨ ଦିନ ଯାଏଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ଯାଏଁ କମ୍ପାନୀର ମରାମତି କାରଣରୁ ୨୨ ଦିନ ପାଇଁ କାରଖାନାକୁ ସଟଡାଉନ କରାଯିବ। ୨୦୧୮ ମାର୍ଚ୍ଚ ମାସରୁ କାରଖାନାର ମରାମତି କାମ ହୋଇନି…

ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା

ଭୁବନେଶ୍ୱର: ପାରାଦୀପ ଜେଏସଡବ୍ଲୁ କାର୍ୟ୍ୟଳୟରେ ନିଯୁକ୍ତି ଆଶାୟୀମାନେ ଭଙ୍ଗାରୁଜା କରିଛନ୍ତି। ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଜବତ କରିଛି। ସେବୁ ସଙ୍ଗଠନର ଯୁବକ ମାନେ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦୁଇ ଶହରୁ ଅଧିକ…

ହସ୍ପିଟାଲ ନିର୍ମାଣ ଦାବିରେ ଆନ୍ଦୋଳନ

ପାରାଦୀପ: ପାରାଦୀପସ୍ଥିତ ଭୂତମୁଣ୍ଡାଇ ନିକଟରେ ଏକ ସୁପର ହସ୍ପିଟାଲ ନିର୍ମାଣ ଦାବି ରେ ଆନ୍ଦୋଳନକୁ ଓହ୍ଲାଇଛି ଆଞ୍ଚଳିକ ସୁରକ୍ଷା ସମିତି। ଦୀର୍ଘ ୧୨ କିଲୋମିଟର ଧରି ଭୂତମୁଣ୍ଡାଇ ଠାରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମାନବ ଶୃଙ୍ଖଳ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିବାର…