Odisha Link
Bridging the Missing Links in Odisha
Browsing Tag

passes away

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ପରଲୋକ ହୋଇଛି। ଆଜି ନୂଆଦିଲ୍ଲୀରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ୧୯୮୩ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ। ଯଶପାଲ ୧୯୫୪ ଅଗଷ୍ଟ ୧୧ ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମ…

ଆରପାରିରେ ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ସିନେମାର ଭେଟରାନ୍ କଳାକାର ଦିଲ୍ଲୀପ କୁମାରଙ୍କ ପରଲୋକ। ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲ୍ଲୀପ କୁମାର। ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହିନ୍ଦି ସିନେମାର ଟ୍ରାଜେଡି କିଙ୍ଗ୍ ଭାବେ ବେଶ୍‌ ପରିଚିତ।…

କରୋନାରେ ଆଖି ବୁଜିଲେ ମନ୍ତ୍ରୀ ବିଜୟ…

ଲକ୍ଷ୍ନୌ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପ। ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ୫୬ ବର୍ଷୀୟ କଶ୍ୟପ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁଗ୍ରାମର ମେଦାନ୍ତ…

କରୋନାରେ RLD ମୁଖ୍ୟ ଅଜିତ ସିଂଙ୍କ…

ଉତ୍ତରପ୍ରଦେଶ: ଆରଏଲଡି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ପରଲୋକ। କରୋନା ସଂକ୍ରମଣରେ ଗୁରୁତର ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଆଜି ସକାଳେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୮୨ ବର୍ଷୀୟ ଅଜିତ ସିଂ କରୋନା ସଂକ୍ରମିତ ହୋଇଥିଲେ…

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ…

ଭୁବନେଶ୍ବର: ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ। ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ନେଇ ଜଣାପଡିଛି। ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବିଭିନ୍ନ ଦଳର ନେତା, ସମାଜସେବୀ ଏବଂ ଜିଲ୍ଲାର ଅନେକ ଲୋକ…

ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ବସନ୍ତ…

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ। ୮୭ ବର୍ଷ ବୟସରେ ହୃଦଘାତରେ ଆଜି ତାଙ୍କର ବିୟୋଗ ହୋଇଛି। ୧୯୬୧ରେ ଗୋଆ ଅପରେସନ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ୧୯୩୪ ଜାନୁଆରି ୧୬ରେ ଜନ୍ମ ହୋଇଥିବା ଏହି ସେନା ଅଧିକାରୀ ୧୯୫୪ରେ କମିଶନଡ୍…

ଚିରନିଦ୍ରାରେ ଅଭିନେତା ଶାନ୍ତି ସ୍ୱରୂପ…

ସମ୍ବଲପୁର: ଚିରନିଦ୍ରାରେ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର। ଓଡ଼ିଆ ସିନେ ଜଗତର ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗାଧୋଇବା ସମୟରେ ସେ ବାର୍ଥରୁମରେ ପଡ଼ିଯାଇ ଗୁରୁତର ଆହତ…

ପ୍ରସିଦ୍ଧ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ…

ନୂଆଦିଲ୍ଲୀ: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କର ପରଲୋକ ହୋଇଛି। ଭଜନ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନରେନ୍ଦ୍ର। ‘ଚଲୋ ବୁଲାୱା ଆୟା ହୈ’ କିମ୍ବା ‘ଓ ଜଙ୍ଗଲ କେ ରାଜ ମେରି ମେୟା କୋ ଲେକେ ଆଜା’ ଗୀତ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା। ମୃତ୍ୟୁବେଳଙ୍କୁ ନରେନ୍ଦ୍ର…

ଅଭିନେତା ଭୁପେଶ କୁମାର ପାଣ୍ଡ୍ୟାଙ୍କ…

ମୁମ୍ବାଇ : ଭିକି ଡୋନର ଏବଂ ପରମାଣୁ ଭଳି ସିନେମାରେ ଅଭିନୟ ପାଇଁ ଜଣାଶୁଣା ଅଭିନେତା ଭୁପେଶ କୁମାର ପାଣ୍ଡ୍ୟାଙ୍କର ମୃତ୍ୟୁ ଘଟିଛି। ସେ ଫୁସଫୁସ କର୍କଟରେ ଆକ୍ରାନ୍ତ ଥିଲେ । ଅଭିନେତାଙ୍କ ମୃତ୍ୟୁ ଖବର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ଦ୍ୱାରା ଟ୍ୱିଟ୍ କରି ଜଣାଇଛନ୍ତି। "ହିନ୍ଦୁ ଭାଷାରେ…

ପରଲୋକରେ ଟଲିଉଡ଼ ଅଭିନେତା ଜୟ ପ୍ରକାଶ…

ହାଇଦ୍ରାବାଦ: ଟଲିଉଡ଼ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କର ପରଲୋକ ଘଟିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ୭୪ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି। ଜୟା ପ୍ରକାଶ ରେଡ୍ଡୀ ତାଙ୍କର ଖଳନାୟକ ଏବଂ କମେଡି…