Odisha Link
Bridging the Missing Links in Odisha
Browsing Tag

Patkura

ପାଟକୁରା: ବର୍ଷାରେ ପ୍ରଚାର ମାନ୍ଦା

ପାଟକୁରା: ଆଜି ପ୍ରଚାରର ଶେଷ ଦିନ। ଆଉ କେତେ ଘଣ୍ଟା ପରେ ପାଟକୁରା ପାଇଁ ନିର୍ବାଚନ ପ୍ରଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଶେଷ ଦିନରେ ପ୍ରଚାର ଜୋରସୋର କରିଛନ୍ତି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୟ ମହାପାତ୍ର ଓ ସାବିତ୍ରୀ ଅଗ୍ରୱାଲ। ତେବେ ବର୍ଷା ଯୋଗୁଁ ପ୍ରଚାର ଫିକା ପଡ଼ିଯାଇଛି। ବିଜୁ ଜନତା ଦଳ…

ପାଟକୁରାରେ ଚେସ୍‌ ଖେଳିଲେ ଅରୁଣ

କେନ୍ଦ୍ରାପଡ଼ା: ପାଟକୁରାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର ଅବସରରେ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଡେରାକୁଣ୍ଡି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେତେବେଳେ ଚେସ୍‌ ଖେଳରେ…

ଅନୁକମ୍ପା ରାଜନୀତି, ଅଲୋଡ଼ା ନେତ୍ରୀ

ବାହାଘର ପରେ ବେଦି ମୁହଁ ପୋଡ଼ା ନ୍ୟାୟରେ ଯାହାଙ୍କୁ ଆୟୁଧ କରି ବିଜୁ ଜନତା ଦଳ (ବିଜେଡି) ମତଦାତାଙ୍କ ଅନୁକମ୍ପା ହାସଲରେ ସଫଳ ହୋଇଛି, ପରବର୍ତ୍ତୀ ସମୟରେ ତାଙ୍କୁ ହିଁ ଦଳୀୟ ରାଜନୀତିରେ ଅଣଦେଖା କରିଛି। ବିଜେଡି ଗଠନ ଦିନ ଠାରୁ ଏଯାବତ୍‌ ଏଭଳି ୪ ଗୋଟି ଉଦାହରଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା…

ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩…

କେନ୍ଦ୍ରାପଡ଼ା : ଆଉ ମାତ୍ର ଚାରି ଦିନ ପରେ ପାଟକୁରା ନର୍ବାଚନ । ପାଟକୁରାରୁ ଡେରାବିଶ, ଡେରା ପକାଇଛନ୍ତି ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟକୁରାରେ ସେତିକି ନେତାଙ୍କ ସୁଅ ଛୁଟୁଛି ।ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସବୁ ରାଜନୈତିକ ଦଳ । ନିର୍ବାଚନ ପ୍ରଚାରରେ ଦୁଲୁକୁଛି ଦାଣ୍ଡ ।…

ପାଟକୁରା ଲଢେଇ ପାଇଁ ଆସିଲା ଷ୍ଟାର…

କେନ୍ଦ୍ରାପଡା : ଆଉ ଅଳ୍ପ ଦିନ ରହିଲା ପାଟକୁରା ନିର୍ବାଚନ । ଏଥିପାଇଁ ପାଟକୁରାରେ ନେତା ମନ୍ତ୍ରୀଙ୍କ ଭିଡ ଜମିବାରେ ଲାଗିଛି । ଭୋଟ ହାତେଇବା ପାଇଁ ସବୁ ଦଳ ଲାଗିପଡିଛନ୍ତି । ତେବେ ପାଟକୁରା ଲଢେଇ ପାଇଁ ବିଜେଡି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପଟକୁରା ନିର୍ବାଚନ ପାଇଁ ୪୦ ଜଣିଆ…

ଜୋର ଧରିଲା ପାଟକୁରା ନିର୍ବାଚନ…

ଭୁବନେଶ୍ବର: ଯେ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ। ଦୁଇ ସପ୍ତାହ ଭିତରେ ଘୋଷଣା ହୋଇପାରେ। କମିସନ୍ ଏ ସମ୍ପର୍କିତ ରିପୋର୍ଟ ସିଇଓଙ୍କ ଠାରୁ ମଗାଇଛନ୍ତି। ଏପଟେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଜି ନୂଆଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି…

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ…

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ଏଭଳି ଘଡ଼ିସନ୍ଧି…

ପରଲୋକରେ ବେଦପ୍ରକାଶ ଅଗ୍ରଓ୍ୱାଲ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲ ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବେଦପ୍ରକାଶ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ଅବସ୍ଥା…