Odisha Link
Bridging the Missing Links in Odisha
Browsing Tag

PCB

ପାକିସ୍ତାନ ଟିମ୍‌ରେ ଆମୂଳଚୂଳ…

ଓଏଲ୍‌ ବ୍ୟୁରୋ: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ କ୍ରିକେଟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିଲା। ଏସବୁ ମଧ୍ୟରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍। ଏଥିସହିତ ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନ କ୍ରିକେଟ ବୋର୍ଡ ଅଲଗା…

ବିଶ୍ବକପ୍‌ ଅଧାରୁ ପାକିସ୍ତାନ ଟିମ୍‌କୁୁ…

ଓଏଲ୍‌ ବ୍ୟୁରୋ: ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ପାକିସ୍ତାନ। ବିଶ୍ବକପ୍‌ ମଧ୍ୟ ଭାଗରେ ପାକିସ୍ତାନ କ୍ରିକେଟରେ ଦେଖିବାକୁ ମିଳିଛି ବଡ଼ ଫାଟ। କାରଣ ପାକିସ୍ତାନ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍‌ ଉଲ୍‌ ହକ୍‌ ଇସ୍ତଫା ଦେଇଛନ୍ତି।…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ଷ୍ଟାର କ୍ରିକେଟରା ମହମ୍ମଦ ହାଫିଜ। ଏନେଇ ଆଜି ମହମ୍ମଦ ହାଫିଜ କରିଛନ୍ତି ଘୋଷଣା। ହେଲେ ସେ ପୂର୍ବପରି କ୍ରିକେଟ ଖେଳିବା ଜାରି ରଖିବେ। ଅର୍ଥାତ୍‌ ସେ ଟି-୨୦ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ମହମ୍ମଦ ହାଫିଜ କହିଛନ୍ତି।…

ଉମର ଆକମଲଙ୍କୁ ବାସନ୍ଦ କଲା ପିସିବି

ଇସଲାମାବାଦ: ପାକିସ୍ତାନୀ ଖେଳାଳି ଉମର ଆକମଲଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ। ଏଭଳି ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ଦୁର୍ନୀତି ବିରୋଧୀ କୋଡ୍‌ ଅନୁଚ୍ଛେଦ ୪.୭.୧ ଅନୁସାରେ ଅକମଲ୍‌ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାର ଯାଞ୍ଚ…

କ୍ରିକେଟ୍‌ ବିଶ୍ବକପ୍‌ ୨୦୧୯: ଆଜି…

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ କ୍ରିକେଟର ହାଇ ଭୋଲଟେଜ ମ୍ୟାଚ୍‌ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ। ବିଶ୍ବକପର ୨୨ତମ ମ୍ୟାଚ ଆଜି ମାଞ୍ଚେଷ୍ଟରରେ ଖେଳାଯିବ। ଏହାସହ କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି। ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ସୁପର ସଣ୍ଡେ…