ପୁଣି ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଦେଶର ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଲିଟର ପିଛା ଦର ସେଞ୍ଚୁରୀ ପାର କରିଥିଲେ ହେଁ ଥମିବାର ନାଁ ନେଉନାହିଁ। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି।
ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୩୭ ଟଙ୍କା ଓ ଡିଜେଲ ଦାମ ୯୭.୬୭ ଟଙ୍କା ହୋଇଛି।…