Odisha Link
Bridging the Missing Links in Odisha
Browsing Tag

Petrol Price

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର। ଦେଶରେ ଲଗାତାର ଅହେତୁକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ସାଧାରଣଙ୍କ ଉପରେ ପ୍ରଭାବ ପକାଉଛି। ସୋମବାର ଦେଶରେ ପେଟ୍ରୋଲ ୩୫ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦରରେ କୌଣସି ପରିବରର୍ତ୍ତନ ଘଟିନାହିଁ।…

ରେକର୍ଡ ଭାଙ୍ଗିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଲାଗାତାର ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ପେଟ୍ରୋଲ, ଡିଜେଲ ଦର ଐତିହାସିକ ରେକର୍ଡ କରିଛି। ଆଜି ପେଟ୍ରୋଲ ଦର ୨୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୨୮ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ପରେ ଏବେ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ…

ଆଜି ମଧ୍ୟରାତ୍ରିରୁ ଏହି ରାଜ୍ୟରେ କମିବ…

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢିଚାଲିଥିବା ବେଳେ ପଶ୍ଚିମବଙ୍ଗରେ ତେଲ ଦର ୧ ଟଙ୍କା କମ୍ କରିଛି ମମତା ସରକାର। ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗରେ ଲାଗୁ ହେବ। କିଛି ସ୍ଥାନରେ ତେଲ ଦର ଶହେ ପାର୍ କଲାଣି। ଯାହାକୁ ନେଇ ଏବେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ…

ବଢ଼ିଲା ତୈଳ ଦର, ଓଡ଼ିଶାରେ ଟିପିଲା ୯୦

ଭୁବନେଶ୍ବର: ଲଗାତାର କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ଛୁଇଁଛି। ସେହିପରି ଡ଼ିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି। ରାଜଧାନୀ ଭୁବନେଶ୍ବରରେ ୮୬ ଟଙ୍କା ୩୬ ପଇସା ରହିଥିବା ବେଳେ ଡିଜେଲ୍‌ ଦର ୮୨ ଟଙ୍କା ୬୬ ପଇସା…

ବେଲଗାମ ତୈଳ ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ବେଲଗାମ ତୈଳ ଦର। ଅନ୍ତ୍ରରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦରର ବୃଦ୍ଧି ସହ ଦିନକୁ ଦିନ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ। ଯେଉଁ ହାରରେ ତେଲ ଦର ବଢ଼ୁଛି ସେମିତି ହେଲେ ଜାନୁଆରୀ ଅଧା ବେଳକୁ ପେଟ୍ରୋଲ ୯୫ ଟଙ୍କା ଛୁଇଁବ ଓ ଫେବୃଆରୀ ଶେଷ ବେଳକୁ ଶତକ ମାରିବା ଏକ…