ସେପ୍ଟେମ୍ବର ୩୦ରେ ହେବ ପିପିଲି…
ଭୁବନେଶ୍ବର: ବାଜିଲା ବିଗୁଲ। ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପ-ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ। ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ।
ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା…