Odisha Link
Bridging the Missing Links in Odisha
Browsing Tag

Police Commissioner

ଷଡ଼ଯନ୍ତ୍ର ଥିଲା କି ନାହିଁ ତଦନ୍ତ ହେବ:…

ଭୁବନେଶ୍ୱର: କଟକ ଏସସିବିରୁ ଫେରାର୍ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା କମିଶନରେଟ୍ ପୋଲିସ। ଆଜି ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି। ଫେରାର୍ ପରଠାରୁ ହାଇଦର ଉପରେ ପୋଲିସ ନଜର ରଖିଥିଲା ବୋଲି ପୋଲିସ କମିଶନର କହିଛନ୍ତି। ୨ଟି ଟିମ୍ ହାଇଦ୍ରାବାଦରେ…

କଙ୍କାଳ ଉଦ୍ଧାର ଘଟଣା: ତଦନ୍ତ କରିବେ…

ଭୁବନେଶ୍ୱର: ଜାଆଁଳା ଫାଣ୍ଡିରେ ସିଜ କାର ଭିତରୁ କଙ୍କାଳ ଉଦ୍ଧାର କରିବା ଘଟଣାର ତଦନ୍ତ ମହିଳା ଥାନା ଇନସ୍ପେକ୍ଟର କରିବେ। ଏହି ଘଟଣାର ତଦନ୍ତ ଭାର ମହିଳା ଥାନାର ଇନସ୍ପେକ୍ଟରଙ୍କୁ ଦିଆଯାଇଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କାର ଭିତରୁ ମହିଳାଙ୍କ ଶବ ମିଳିବା ଏକ…

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ…

ଭୁବନେଶ୍ବର: ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର। ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ। ତେବେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଆହ୍ୱାନ ହେବ। ୧୯୯୫ ବ୍ୟାଚର ଏହି ଆଇପିଏସ…

ନୂଆ ପୁଲିସ କମିଶନର ହେଲେ ସୌମେନ୍ଦ୍ର…

ଭୁବନେଶ୍ୱର : ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର। ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନୂଆ ପୁଲିସ କମିଶନର ହେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ଏବେ ସେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ଦୀର୍ଘ ଦେଢ ବର୍ଷ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା:…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ ପୁଲିସ ଗିରଫ କରିଛି। ଏହି ପ୍ରସଙ୍ଗରେ ସିବିଆଇର ୨ ଜଣିଆ ଟିମ୍ ପୁଲିସ କମିଶନର ସୁଧାଂଶୁ ଷଢଙ୍ଗୀଙ୍କ ସହ ଭେଟିଛନ୍ତି। ସିବିଆଇର ଜଣେ ଅଧିକାରୀ ଓ ଜଣେ ଓକିଲ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ…

ମାସକରେ ଆସିଛି ୧୨୦୭ ଫ୍ରଡ୍ କଲ୍: ପୋଲିସ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ସାଇବର ଠକେଇ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। କମିଶନର କହିଛନ୍ତି ଯେ, ସାଇବର ହେଲ୍ପ ଡେସ୍କକୁ ମାସେ ପୁରିଛି, ମାସେ ଭିତରେ ୧୨୦୭ ଫ୍ରଡ କଲ ଆସିଛି। ରାଜ୍ୟରେ ମୋଟ ୧ କୋଟି ୪୦…

ଆକାଉଣ୍ଟ ଖାଲି କରୁଛନ୍ତି ‘ଜମତରା’…

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ। ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ। ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି। ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ…

ପୁଣି ଥଣେ ରିମାଣ୍ଡରେ ଯିବେ ଆକାଶ: ସିପି

ଭୁବନେଶ୍ୱର: ପୁଣି ଥଣେ ରିମାଣ୍ଡରେ ଯିବେ ଆକାଶ ପାଠକ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ସଂକ୍ରାନ୍ତରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯିବ। ଆକାଶଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାର ଆବଶ୍ୟକତା ରହିଛି ବୋଲି ପୋଲିସ କମିଶନର ପ୍ରକାଶ କରିଛନ୍ତି। ଆକାଶ ପାଠକ ମାମଲାର…

ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ୍…

ଭୁବନେଶ୍ୱର: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବଢିବାରେ ଲାଗିଛି। ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି। ଫ୍ରେଣ୍ଡ ରିକ୍ୟୁଏଷ୍ଟ ‌ ପଠାଇ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁବୃର୍ତ୍ତ। ପୂର୍ବରୁ ଗୁଇନ୍ଦା ଡିଆରଜିଙ୍କ ନାଁରେ ମଧ୍ୟ…

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ଅପରାଧିକ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏନେଇ…