Odisha Link
Bridging the Missing Links in Odisha
Browsing Tag

Positive

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ, ଦିନକରେ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଆଜି ସଂକ୍ରମଣ ହାର ବଢ଼ିଛି। ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

ରାଜଧାନୀରୁ ଆଉ ୭୪୫ ଆକ୍ରାନ୍ତଙ୍କ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୭୪୫ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪୭ କେସ୍ ସଙ୍ଗରୋଧ କେନ୍ଦ୍ରରୁ…

ଭୁବନେଶ୍ବରରୁ ଆଉ ୬୯୮ ପଜିଟିଭ ଚିହ୍ନଟ

ଭୁବନେଶ୍ବର: କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ଚିନ୍ତା ବଢାଇଲାଣି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୬୯୮ ଜଣ କରୋନା ଆକ୍ରାନ୍ତ। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୫୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ…

ଇମାମୀ ପେପର ମିଲ୍ରୁ ୧୦୧ ପଜିଟିଭ ଚିହ୍ନଟ

ବାଲେଶ୍ୱର: କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଇମାମୀ ପେପର ମିଲରୁ ୧୦୧ ପିଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାରୁ  ୧୫୮ ପଜିଟିଭ ମଧ୍ୟରୁ କେବଳ ଇମାମୀରୁ ୧୦୧…

କରୋନା କାୟା: ନୂଆପଡାରୁ ୩୩ ପଜିଟିଭ…

ନୂଆପଡା: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ନୂଆପଡା ଜିଲ୍ଲାରୁ ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।…

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍,…

ଭୁବନେଶ୍ୱର: ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍। ଦିନକୁ ଦିନ ବଢ଼ିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୯ ଜଣ ସ୍ଥାନୀୟ…

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କରୋନା

ନୂଆଦିଲ୍ଲୀ: ପୁଣି ମହମାରୀ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଲାଣି। ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୧୯ ତାରିଖରେ ସେ ଆକ୍ରାନ୍ତ ଚିହ୍ନଟ ପରେ ଗତକାଲି ତାଙ୍କୁ ଦିଲ୍ଲୀ…

ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିବା…

ଭୁବନେଶ୍ୱର: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ପୁଣି କରୋନା ଭୟ ଖେଳିଯାଇଛି। ଏପରି ସ୍ଥିତିରେ ବ୍ରିଟେନରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିବା ଯୁବକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ିଯାଇଛି। ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିବା ୩୮ ବର୍ଷୀୟ ଜଣେ ଯୁବକ ଏକ…

୩୦ ସାମ୍ବାଦିକ କରୋନା ଆକ୍ରାନ୍ତ

ମୁମ୍ବାଇ: ଗତ ସପ୍ତାହରେ ଏକ ସ୍ପେଶାଳ ମେଡିକାଲ କ୍ୟାମ୍ପରେ ସ୍ଥାନୀୟ ସାମ୍ବାଦିକମାନଙ୍କର ସ୍ବାବ୍‌ ନମୁନା ପରୀକ୍ଷଣ କାଯାଇଥିବା ବେଳେ ୩୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ଅଧିକାଂଶ ଟିଭି ଚ୍ୟାନେଲରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ କିଛି…

ଘରକୁ ଫେରିଲେ ଦ୍ବିତୀୟ କରୋନା ଆକ୍ରାନ୍ତ

ଭୁବନେଶ୍ବର: ମାତ୍ର ୧୩ ଦିନରେ ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି ଓଡ଼ିଶାର ଦ୍ବିତୀୟ କରୋନା ଭୂତାଣୁ ଆକ୍ରାନ୍ତ। ୧୯ ବର୍ଷୀୟ ଏହି ଯୁବକ ଜଣକ ଲଣ୍ଡନରୁ ଫେରିଥିଲେ। ମାର୍ଚ୍ଚ ୧୯ ତାରିଖ ସଂଧ୍ୟାରେ ତାଙ୍କ ଠାରେ କରୋନା ଭୂତାଣୁ ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ସେ ଗତ ଦୁଇ ସପ୍ତାହ ଧରି ଭୁବନେଶ୍ବର ଏମ୍‌ସର…