Odisha Link
Bridging the Missing Links in Odisha
Browsing Tag

Prashant Jagdev

ଚିଲିକା ବିଧାୟକ ଗିରଫ

ଓଏଲ୍‌ ବ୍ୟୁରୋ: ହସ୍ପିଟାଲରୁ ଡିସଚାର୍ଜ ହେଉ ହେଉ ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ଗିରଫ କରିବାପରେ ଭୁବନେଶ୍ବର କୋର୍ଟରେ ତାଙ୍କୁ ହଜାର କରାଯିବ। ପରେ ତାଙ୍କୁ ବାଣପୁର କୋର୍ଟକୁ ନି୍ଆଯିବ। ପ୍ରଶାନ୍ତଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ।…

ବିଜେଡି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଝଟକା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ  ନିଲମ୍ବିତ କରିଛନ୍ତି। ତାଙ୍କ ନାମରେ ବାଲୁଗାଁ NAC  କାର୍ଯ୍ୟାଳୟ ପରିସରରେ ବିଜେପି ନେତା ଙ୍କୁ ମାଡ ମରିଥିବା ଅଭିଯୋଗ ହୋଇଥିଲା।…

ଚିଲିକା ବିଧାୟକଙ୍କ ଦବଙ୍ଗଗିରି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଚର୍ଚ୍ଚାରେ। ତାଙ୍କ ନାମରେ ଆସିଛି ବଡ଼ ଅଭିଯୋଗ। ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଗଦ୍ଦେବ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଛନ୍ତି ପ୍ରଶାନ୍ତ।…