Odisha Link
Bridging the Missing Links in Odisha
Browsing Tag

President Of India

ଆଜି ୫ ମହାନ ବ୍ୟକ୍ତିତ୍ବଙ୍କୁ ପ୍ରଦାନ…

ଓଏଲ୍‌ ବ୍ୟୁରୋ: ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ସମାରୋହ। ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିକ କରାଯିବ। ଚଳିତ ବର୍ଷ କର୍ପୁରୀ ଠାକୁର, ଏମଏସ ସ୍ୱାମୀନାଥନ୍‌‌, ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ…

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା:…

ଓଏଲ୍‌ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ସମୟରେ ବିଦ୍ୟୁତ ଚାଲିଯିବା ପ୍ରସଙ୍ଗ ଏବେ ଓଡ଼ିଶାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ। ଆଜି ବାରିପଦାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବନିଯୁକ୍ତ…

ଓଏଲ୍‌ ବ୍ୟୁରୋ : ମହାମହିମ ଦେଲେ ଗୁରୁମନ୍ତ୍ର। ନବନିଯୁକ୍ତି ଆଇପିଏସ ଅଫିସରଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ କାମ କରିବାର ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

ମହାମହିମଙ୍କ ଓଡ଼ିଶା ଗସ୍ତ: ପଢ଼ୁଥିବା…

ଓଏଲ ବ୍ୟୁରୋ: ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ୨ୟ ଦିନ। ମହାମହିମ ଅନ୍ତିମ ଦିନରେ ୨ଟି ବିଦ୍ୟାଳୟ ଓ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲ ପରିଦର୍ଶନ କରିଛନ୍ତି। ନିଜେ ପଢ଼ୁଥିବା ବିଦ୍ୟାଳୟ ୟୁନିଟ - ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଂଚିଥିଲେ। ପ୍ରଥମେ ଖଣ୍ଡଗିରିର ତପୋବନ…

ମହାବାହୁଙ୍କୁ ଦର୍ଶନ କଲେ ମହାମହିମ, ଦେଲେ…

ପୁରୀ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଦୀପ ଜାଳିବା ସହିତ ମହାପ୍ରଭୁଙ୍କ ତୁଳସୀ ମାଳ ଭେଟି ଦେଲେ ମହାମହିମ ଦ୍ରୌପଦୀ ମୁର୍ମୁ। ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁତ ଜନ…

ଓଡ଼ିଶା ଆସୁଛନ୍ତି ମହାମହିମ, ଛୁଟି ଘୋଷଣା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ମହାମହିମ। ଏଥିପାଇଁ ସରକାର ଘୋଷଣା କରିଛନ୍ତି ଛୁଟି। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ…

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, କରିବେ…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ। ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାମହିମଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ…

ବଡ଼ ସମ୍ମାନ ପାଇବେ ସ୍ବର୍ଣ୍ଣ ପଦକ ବିଜେତା…

ଓଏଲ୍‌ ବ୍ୟୁରୋ: ଗୋଲ୍ଡନେ ବୟ ତଥା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଷ୍ଟାରର ଆଥଲେଟ୍‌ ନୀରଜ ଚୋପ୍ରା ପାଇବେ ଆଉ ଏକ ବଡ଼ ସମ୍ମାନ। ପରମ ବିଶିଷ୍ଟ ସେବା ମେଡାଲ ପାଇବେ ନୀରଜ ଚୋପ୍ରା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ନୀରଜଙ୍କୁ ଏହି…

ବଦଳିଲା ଆମେରିକା: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା କେନ୍ଦ୍ର 'ହ୍ୱାଇଟ୍‌ ହାଉସ୍‌' ଭାରତର ପ୍ରଧାନମନ୍ତ୍ରୀଙ୍କୁ ଟୁଇଟରରେ ଫଲୋ କରିଥିଲା। ହେଲେ ୨୦ ଦିନ ନପୁରୁଣୁ ପୁଣିଥରେ ଅନଫଲୋ କରିଛି 'ହ୍ୱାଇଟ୍‌ ହାଉସ୍‌'। ଭାରତ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ ଔଷଧ…

ଇତିହାସରେ ପ୍ରଥମ: ଭାରତର ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆଜିର ସମୟୟରେ ସାରା ବିଶ୍ବରେ ସୋସିଆଲ ମିଡିଆ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ସେ ମଧ୍ୟରୁ ଟୁଇଟର ହେଉଛି ଅନ୍ୟତମ। ଏହା ହେଉଛି ସୋସିଆଲ ମିଡିଆର ଏକ ବଡ଼ ପାଲ୍ଟଫର୍ମ। ଆଜିର ସମୟରେ ଟୁଇଟର ହିଁ ନେନା, ମନ୍ତ୍ରୀଙ୍କ କଥା ସୋସିଆଲ ମିଡିଆରେ ପହଁଞ୍ଚେଇଥାଏ। ଏସବୁ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ…