Odisha Link
Bridging the Missing Links in Odisha
Browsing Tag

Press meet

ଆଜି ୪.୩୦ଟାରେ କହିବେ ଡିଜିପି,…

ଭୁବନେଶ୍ବର: ଆଜି ଅପରାହ୍ନ ୪.୩୦ଟାରେ କହିବେ ପୁଲିସ ଡିଜି ଅଭୟ। ପ୍ରେସ୍‌ମିଟ୍ ଜରିଆରେ ଦେଇପାରନ୍ତି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା। କୋଭିଡ କଟକଣା ନେଇ କରିପାରନ୍ତି ନୂଆ କଟକଣା। ଏନେଇ ରହିଛି ସବୁ ରାଜ୍ୟବସୀଙ୍କ ନଜର। ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ହାଇଦର ଫେରାର ଫଛରେ ଧରମ ପୁଅର ହାତ: ସିପି

କଟକ: କୁଖ୍ୟାତ ଅପରାଧୀ ହାଇଦର ଗିରଫ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ। ହାଇଦର ଧରା ପଡିବା ପରେ କଟକ ପୋଲିସର କାର୍ଯ୍ୟକାରିତାକୁ ନେଇ ପୋଲିସ୍ କମିସନର ପ୍ରଶଂସା କରିଛନ୍ତ । ପୋଲିସ୍ କମିସନର କହିଛନ୍ତି ଯେ, ହାଇଦରକୁ ଗିରଫ କରିବା ଅପରେସନକୁ ୧୨୦ ଘଣ୍ଟା ପୁରିଛି। ଏହି ୧୨୦ ଘଣ୍ଟା ମଧ୍ୟରେ ପୋଲିସ୍ ଅନେକ…

ମନ୍ଦିର ଏବଂ ସେବାୟତ ମାନଙ୍କରେ ସଂସ୍କାର…

ଭୁବନେଶ୍ୱର: ଓଡ଼ିଶାରେ ସନାତନ ହିନ୍ଦୁ ସଂସ୍କୃତିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ମନ୍ଦିର ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ପଡ଼ି ରହିବା ପରେ ଏଗୁଡ଼ିକ କିପରି ଖୋଲାହେବା ସହ ଭକ୍ତମାନଙ୍କ ସମାଗମ ଆରମ୍ଭ ହେବ ସେ ନେଇ ସରକାର ଉଦାସୀନ ମନୋଭାବ ପୋଷଣ କରୁଥିବା ବେଳେ ରାଷ୍ଟ୍ରୀୟ ମନ୍ଦିର ସେବକ ସଂଘ ଓ ଓଡ଼ିଶା…

କମିଲା ରେପୋ ରେଟ୍, ଶସ୍ତା ହେବ ବ୍ୟାଙ୍କ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ମୋଦି ସରକାର ପାଖାପାଖି ୨୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଦେଶବାସୀଙ୍କୁ ସମ୍ମୁଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହାରି ମଧ୍ୟରେ ଆଜି ଆରିବିଆଇ ଗଭର୍ଣ୍ଣର…

ଗତ ୧୪ଦିନ ମଧ୍ୟରେ ୫୪ଟି ଜିଲ୍ଲାରେ କୌଣସି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସବୁଦିନ ପରି ଆଜି ମଧ୍ୟ କରୋନା ଭାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ…

କମିବ ରିଭର୍ସ ରେପୋ ରେଟ୍: ଶକ୍ତିକାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। ଏହାରି ମଧ୍ୟରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ଆହୁରି ମଧ୍ୟ ଏହି ସଙ୍କଟ ପାଇଁ ଦେଶର ଜିଡିପି ହ୍ରାସ ପାଇବ…

୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ…

ଭୁବନେଶ୍ବର: ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏପରିକି ଏବେ ସୁଦ୍ଧା ୩୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାରି ମଧ୍ୟରେ ବଡ଼ ଖବର…

କୋଭିଡ ହସ୍ପିଟାଲ ଅଲଗା, ଅନ୍ୟ ରୋଗୀ…

ଭୁବନେଶ୍ବର: ରାଜ୍ୟରେ ମହାମରୀ କରୋନା ଭାଇରସର ମୁକାବିଲା ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି ଯେ, କୋଭିଡ୍-୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ। ସେଥିପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୭ଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ…

ଘରୋଇ ହସ୍ପିଟାଲରେ କରୋନା ରୋଗୀ…

ଭୁବନେଶ୍ବର: ରାଜ୍ୟରେ ମହାମରୀ କରୋନା ଭାଇରସର ମୁକାବିଲା ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି ଯେ, କୋଭିଡ୍-୧୯ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ। ସେଥିପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ୭ଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ…

ସିନ୍ଧିଆ ଆମ ନେତା: କଂଗ୍ରେସ ବିଦ୍ରୋହୀ…

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ରାଜନୀତିରେ ନୂଆମୋଡ଼। କିଛିଦିନ ବେଙ୍ଗାଲୁରୁର ଏକ ହୋଟଲେରେ ରହୁଥିବା କଂଗ୍ରେସ ବିଦ୍ରୋହୀ ବିଧାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଗଣମାଧ୍ୟମକୁ ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମ ନେତା ହେଉଛନ୍ତି ଜୋତିରାଦିତ୍ୟ ସିନ୍ଧିଆ। ଆମେ ତାଙ୍କ ସହ ସର୍ବଦା ରହିବୁ। ଆମେ ଏବେ…