Odisha Link
Bridging the Missing Links in Odisha
Browsing Tag

price increase

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା ପଇସା ବଢ଼ିଛି।…

କାଲିଠୁ ମହଙ୍ଗା ହେବ ଏହି ସବୁ ଜିନିଷ,…

ନୂଆଦିଲ୍ଲୀ: କାଲିଠୁ ମହଙ୍ଗା ମାଡ଼। କାଲିଠୁ ନୂଆ ଆର୍ଥୀକ ବର୍ଷ ଆରମ୍ଭ ହେବା ସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମଧ୍ୟ ବୃଦ୍ଧିପାଇବ। ଦୈନନ୍ଦିନ ସାମଗ୍ରୀ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଯାନବାହନ: ଏପ୍ରିଲ ପହିଲାରୁ କାର୍‌ ଏବଂ ବାଇକ୍‌ ମୂଲ୍ୟରେ ବୃଦ୍ଧି ଘଟିବ। ମାରୁତି ସୁଜୁକି ସମେତ ନିସାନ ଏବଂ…

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର,…

ନୂଆଦିଲ୍ଲୀ: ଲଗାତାର ପେଟ୍ରୋଲ ଓ ଡିଜେଲ୍‌ ଦରରେ ଅହେତୁକ ବୃଦ୍ଧି ହେଇଥିବା ବେଳେ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ସରକାରୀ ତେଲ କମ୍ପାନୀ ଗତକାଲି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି। ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।…

ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର: ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ । ଗତ ଅକ୍ଟୋବର ପହିଲାରୁ ରାଜ୍ୟରେ ୟୁନିଟ ପିଛା ୨୦ ପଇସା ଅର୍ଥାତ ପାଖାପାଖି ୬% ବିଦୁ୍ୟତ ଦର ବୃଦ୍ଧି କରାଯାଇଥିଲା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀଡକୋର ଆର୍ଥିକ ଦର୍ଶାଇ ଦରବୃଦ୍ଧି କରିଥିଲା। ଏବେ ପୁଣି ‌ଥରେ ଗ୍ରୀଡକୋ ନିଜର ଦେବାଳିଆ ସ୍ଥିତି…

ଲଗାତାର ଭାବେ ବଢୁଛି ସୁନା ଦର

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଲାଗିରହିଥିବା ତିକ୍ତତାର ପ୍ରଭାବ ସୁନା ବଜାର ଉପରେ ପଡିଛି। ଫଳରେ ପ୍ରତିଦିନ ସୁନା ଦର ବଢିବାରେ ଲାଗିଛି। ଭାରତରେ ସୁନାର ୧୦ ଗ୍ରାମ ପିଛା ଦର ୪୨,୧୨୦ ଟଙ୍କା ହୋଇଯାଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଉଛି। ସେହିପରି ଏକ କିଲୋ ରୁପାର ଦାମ୍…

ଜାନୁଆରିରୁ ମହଙ୍ଗା ହେବ ମାରୁତି କାର୍…

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରିରୁ ମାରୁତି ସୁଜୁକିର ବିଭିନ୍ନ ମଡେଲର କାର୍‌ର ମୂଲ୍ୟ ମହଙ୍ଗା ହେବାକୁ ଯାଉଛି। କମ୍ପାନି ପକ୍ଷରୁ ଏହି କାର୍‌ର ମୂଲ୍ୟ ବୃଦ୍ଧି ବାବଦରେ ଘୋଷଣା କରାଯାଇଛି। କାର୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି ବୋଲି କମ୍ପାନି…