Odisha Link
Bridging the Missing Links in Odisha
Browsing Tag

Protest

‘ମୋ ଦଳ’ର ବିକ୍ଷୋଭ…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ହେଲେ ଏହା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ରଣକ୍ଷାତ୍ର। ବିଭିନ୍ନ ନାରାବାଜି ଦେଇ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ 'ମୋ ଦଳ'ର ନେତାମାନେ। 'ମୋ ଦଳ'ର ନେତା ଅକ୍ଷୟ କୁମାରଙ୍କ ନେତୃତ୍ବରେ…

ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଗର୍ଜନ। ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଉଟସୋର୍ସିଂ କର୍ମଚାରୀ ମହାସଂଘ। ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପେନସନ ଲାଗୁ ସହ ଗର୍ଭବତୀ ସମୟରେ ଛୁଟି ଦେବା ଭଳି…

୩ ମାସରେ ସମାଧାନ ହେବ ଡ୍ରାଇଭରଙ୍କ ଦାବି

ଓଏଲ୍‌ ବ୍ୟୁରୋ: ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ କଲେ ଡ୍ରାଇଭର ମହାସଂଘ। ଆଗାମୀ ୩ ମାସ ଡ୍ରାଇଭର ଏକତା ମହାସଂଘର ଦାବି ସମାଧାନ ହେବ। ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲା ପରେ ନିଆଗଲା ନିଷ୍ପତ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟାଳୟରୁ ଡ୍ରାଇଭର ଏକତା ମହାସଂଘର…

ପରିବା ଦର ଆକାଶ ଛୁଆଁ, ପେଟ୍ରୋଲ…

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ଦିନରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ସମୟ ଯେତେ ଗଡ଼ୁଛି ରାଜ୍ୟର ପରିବହନ ବ୍ୟବସ୍ଥା ସେତେ ବିଗିଡ଼ିବାରେ ଲାଗିଛି।ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ। ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ…

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦ୍ବିତୀୟ ଦିନରେ ପହଁଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଧିରେ ଧିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବିଶେଷକରି ପ୍ରଭାବିତ ହେଉଛି ଜନଜୀବନ। ଏପରିକି ବିଗିଡ଼ିବାକୁ ଲାଗିଲାଣି ବଜାର ସ୍ଥିତି। ଧୀରେ ଧୀରେ ମାର୍କେଟରୁ ଅତ୍ୟାବଶ୍ୟକ ସାମଗ୍ରୀ କମିବା ସାଙ୍ଗକୁ ତେଲ…

ସକାଳୁ ସକାଳୁ ରାଜଧାନୀରେ କୃଷକଙ୍କ ଗର୍ଜନ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ…

ମଶା ପାଇଁ ବିଜେପିର ବିକ୍ଷୋଭ

ଓଏଲ୍‌ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ମଶା ଉପଦ୍ରବ। ଯାହା ପ୍ରଭାବରେ ରାଜଧାନୀ ବାସିନ୍ଦା ଅତିଷ୍ଠ ହୋଇ ସାରିଲେଣି। ଏସବୁ ମଧ୍ୟରେ ନିଆରା ଢଙ୍ଗରେ ଭାରତୀୟ ଜନତା ପାର୍ଟି ପ୍ରତିବାଦ କରିଛି । ରାଜଧାନୀର ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଭୁବନେଶ୍ବର ବିଜେପି ସଭାପତି ବାବୁ…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ…

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି। ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଥିବାବେଳେ ସେଥିରୁ ବାଦ୍ ପଡିଛନ୍ତି ୧୮,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ। ବାଦ୍ ପଡ଼ିଥିବା ୧୮,୦୦୦ ଶିକ୍ଷକ ଓ…

ପ୍ରିୟଙ୍କା ଚୋପ୍ରାଙ୍କୁ ଲକ୍ଷ୍ନୌରେ…

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଷ୍ଟାର ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ସେ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ଏଥିସହିତ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେହିପରି ତାଙ୍କୁ ଅନେକ ରିଅଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳିଥାଏ। ଦୀର୍ଘ ୩ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଭାରତ…

ପ୍ରତାପ ଜେନାଙ୍କ ଗିରଫ ଦାବିରେ ଡିଜିପି…

କଟକ: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଜୋରଦାର ଦାବି କରିଛି। ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି…