ନୟାଗଡ଼: ଆଜିଠୁ ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍
ଓଏଲ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲାବାସୀଙ୍କ ସ୍ବପ୍ନ ହେବାକୁ ଯାଉଛି ସାକାର। ଦୀର୍ଘବର୍ଷର ଅନ୍ତ ଘଟିବ ଆଜି। କାରଣ ଆଉମାତ୍ର କିଛି ସମୟ ପରେ ଉଦଘାଟିତ ହେବ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଳ ଷ୍ଟେସନ। ଏହାକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ…