Odisha Link
Bridging the Missing Links in Odisha
Browsing Tag

RAJNATH SINGH

ନବରଙ୍ଗପୁରରେ ରାଜନାଥ ସିଂ;…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ…

ସିକିମରେ ସଡକ ଦୁର୍ଘଟଣା, ୧୬ ଯବାନ ସହିଦ

ଓଏଲ୍‌ ବ୍ୟୁରୋ : ସିକିମରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଘଟଣାଟି ଭାରତ-ଚୀନ ସୀମାରେ ହୋଇଥିବାବେଳେ ସେନାର ଗାଡି…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କରୋନାର କରାଳ ରୂପରେ ବିଶ୍ବବାସୀ କଲବଲ ହେଉଥିବା ବେଳେ ଏବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଆଜି ଅପରାହ୍ନରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।…

LACରେ ସ୍ଥିତି ସୁଦୃଢ଼: ରାଜନାଥ ସିଂ

ନୂଆଦିଲ୍ଲୀ: LAC ସ୍ଥିତି ନେଇ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି। ପୋଙ୍ଗଙ୍ଗର ଉତ୍ତର-ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି। ଚୁକ୍ତି ଅନୁସାରେ ୪୮ ଘଣ୍ଟା ଭିତରେ ସୈନ୍ୟ…

ଜାତୀୟ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କଲେ…

ବେଙ୍ଗାଲୁରୁ: ଭାରତ ସବୁବେଳେ ଶାନ୍ତି ଚାହେଁ ଯୁଦ୍ଧ ଚାହେଁ ନାହିଁ। ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ, ତା’ହେଲେ ଦେଶର ଯବାନମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି…

ଦେଶ ପାଇଁ କଡ଼ା ପଦକ୍ଷେପ ନେବାକୁ ପଛାଇବୁ…

ନୂଆଦିଲ୍ଲୀ: ସୀମା ବିବାଦ ନେଇ ରାଜନାଥ ସିଂହଙ୍କ ବିବୃତି। ଲଦାଖର ସ୍ଥିତି ନେଇ ରାଜ୍ୟସଭାରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବର୍ତ୍ତମାନ ଯାଏ ସମାଧାନ ହୋଇ ନାହିଁ। ଭାରତୀୟ ସୀମା ରେଖାକୁ ଗ୍ରହଣ କରିବାକୁ ଚୀନ ଏପର୍ଯ୍ୟନ୍ତ ପ୍ରସ୍ତୁତ…

ସୀମାରେ ସବୁ ସ୍ଥିତିର ମୁକାବିଲା ପାଇଁ…

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବୟାନ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଆମେ ସୀମାରେ ଶାନ୍ତି ଚାହୁଁ। ଏପର୍ଯ୍ୟନ୍ତ ଚୀନ ଭାରତ ସୀମାରେ ବିବାଦ ସମାଧାନ ହୋଇ ନାହିଁ। ଲାଦାଖରେ ଆମ ସେନାଙ୍କ ମନୋବଳ…

HSTDVର ସଫଳ ପରୀକ୍ଷଣ, DRDOକୁ ଶୁଭେଚ୍ଛା…

ନୂଆଦିଲ୍ଲୀ: ଭାରତକୁ ଆଉ ଏକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ମିଳିଲା ସଫଳତା। ସ୍ୱଦେଶୀ ବିକଶିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟରର ଭେକିଲ (HSTDV)ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ଏହି…

ସୀମା ବିବାଦ ମଧ୍ୟରେ ଚୀନ୍ ପ୍ରତିରକ୍ଷା…

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ଥିବାରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ମସ୍କୋ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ଚୀନ ପ୍ରତିରକ୍ଷା ମନ୍ତ୍ରୀ ଓ୍ଵି ଫେଗହିଙ୍କୁ ଭେଟିବେ। ପୂର୍ବରୁ ଏହି ସାକ୍ଷାତ ପାଇଁ କୌଣସି କାର୍ଯ୍ୟକ୍ରମ…

ସେପ୍ଟମ୍ବର ୧୦ରେ ବାୟୁସେନାରେ ସାମିଲ ହେବ…

ନୂଆଦିଲ୍ଲୀ: ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ଆସନ୍ତା ୧୦ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବ। ହରିୟାଣାର ଅମ୍ବାଲା ଏୟାର ବେସରେ ସାମିଲ ହେବ ୫ଟି ରାଫେଲ। କରୋନା କାଳରେ ଔପଚାରିକ ଭାବେ ବାୟୁସେନାରେ ସାମିଲ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଉତ୍ସବରେ ଫ୍ରାନ୍ସ ପ୍ରତିରକ୍ଷା…