Odisha Link
Bridging the Missing Links in Odisha
Browsing Tag

Ram Mandir Trust

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ…

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଆଜି ଗୌତମ ଗାମ୍ଭୀର ଶ୍ରୀରାମ ଜନ୍ମଭୂମି…

ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ…

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦେଇଛନ୍ତି ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରତିନିଧିମାନଙ୍କୁ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି। ‘ରାମ ଜନ୍ମଭୂମି ତୀର୍ଥ…

ମୋଦିଙ୍କୁ ସାକ୍ଷାତ କରିବେ ରାମ ମନ୍ଦିର…

ନୂଆଦିଲ୍ଲୀ: ଗତକାଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବୈଠକ ପରେ ଆଜି ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଗୋପାଳ ଦାସ କହିଛନ୍ତି ଯେ,…

ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର…

ନୂଆଦିଲ୍ଲୀ: ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏ ସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ,, ରାମନବମୀ ଦିନ ଏଠାରେ ୧୫ରୁ ୨୦ ଭକ୍ତଙ୍କ ସମାଗମ ହୁଏ। ତେଣୁ ଏହି ଦିନ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା କଷ୍ଟକର ହେବ।…

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା ପ୍ରଥମ…

ନୂଆଦିଲ୍ଲୀ: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗଠିତ ହୋଇଥିଲା ରାମ ମନ୍ଦିର ଟ୍ରଷ୍ଟ। ଆଉ ଆଜିଠୁ ଟ୍ରଷ୍ଟକୁ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମନ୍ଦିର ତିଆର ପାଇଁ ମୋଦି ସରକାର ନବଗଠିତ ଟ୍ରଷ୍ଟକୁ ୧ ଟଙ୍କା ଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟର ସଚିବ ଡି. ମୁର୍ମୁ ସରକାରଙ୍କ ତରଫରୁ…

“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’…

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି “ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ସଂପର୍କରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଏହି ଘୋଷଣା କରି ଭାରତ ବର୍ଷର ଆସ୍ଥା ଏବଂ ଅତୁଟ…

ରାମ ମନ୍ଦିର ଟ୍ରଷ୍ଟ: ଓଓ୍ବେସୀ କହିଲେ…

ନୂଆଦିଲ୍ଲୀ: ଆଜି ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କଲେ ନରେନ୍ଦ୍ର ମୋଦି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ଟ୍ରଷ୍ଟର ଘୋଷଣା ପରେ ବିଜେପି ନେନା ଖୁସି ମନାଉଥିବା ବେଳେ ବିପକ୍ଷ ନେତା କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଏଆଇଏମଆଇଏମ ଦଳର ସୁପ୍ରିମୋ ଅସଦ୍ଦୁଦ୍ଦିନ ଓଓ୍ବେସୀ ରାମ ମନ୍ଦିର ଟ୍ରଷ୍ଟକୁ ନେଇ…