Odisha Link
Bridging the Missing Links in Odisha
Browsing Tag

Ranbir Kapoor

ଅଭିନେତା ରଣବୀର କପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ବର୍ତ୍ତମାନ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । ରଣଧୀର କପୁର ଏହା ଏକ ୱେବସାଇଟ୍ ମାଧ୍ୟମକୁ ସୂଚନା ଦେଇଛନ୍ତି। ରଣଧୀର କହିଛନ୍ତି, ‘ମୁଁ ଜାଣିଛି ସେ ଭଲ ନାହାଁନ୍ତି, କିନ୍ତୁ ମୋର ବିଶ୍ୱାସ ହେଉନି ତାଙ୍କୁ ଏହା କିପରି ହେଲା।…

ନିଜ ବିବାହ ପ୍ରସଙ୍ଗରେ ମୁହଁ ଖୋଲିଲେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଓ ଅଭିନେତା ରଣବୀର ନିଜ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଉଭୟ ପରସ୍ପରକୁ ଦୀର୍ଘ ୨ବର୍ଷ ହେବ ଡେଟ୍ କରୁଥିବା ବେଳେ ପୁଣି ଥରେ ସେମାନଙ୍କର ବିବାହକୁ କଥାବାର୍ତ୍ତା ଆରମ୍ଭ ହେଲା। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଖବର ପୁଣିଥରେ ସାମ୍ନାକୁ ଆସିବା…

ସିନେମାରେ ପ୍ରଥମଥର ପାଇଁ ନଜର ଆସିବେ…

ମୁମ୍ବାଇ : କରୋନା ପାଇଁ ଅନେକ ସିନେମାର ସୁଟିଙ୍ଗ ବନ୍ଦ କରାଯାଇଥିଲା । ସେଥିପାଇଁ ଦର୍ଶକ ନିଜ ପସନ୍ଦର କଳାକାରଙ୍କୁ ବହୁତ ଦିନ ହେବ ଏକାଠି ସିନେ ପୁରଦାରେ ଦେଖିପାରି ନଥିଲେ । ତେବେ ପ୍ରଥମ ଥର ପାଇଁ ଦୁଇ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ । ସେମାନ ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା…

ଶେଷ ହୋଇ ଗଲାକି ଆଲିଆ ଓ ରଣବୀରଙ୍କ ପ୍ରେମ…

ମୁମ୍ବାଇ : ବଲିଉଡର ଚୁଲ ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଅଭିନୟର ଯାଦୁରେ ଅନେକଙ୍କ ମନ କିଣି ନେଇଛନ୍ତି । ସେ ୧୯୯୩ ମସିହା ମାର୍ଚ୍ଚ୧୫ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ । ତିନି ଦିନ ତଳେ ତାଙ୍କର ଜନ୍ମ ଗଲା । କିନ୍ତୁ ତାଙ୍କର ଜନ୍ମ ଦିନରେ ରଣବୀର କପୁର ଆସିନଥିଲେ କି ସୋସିଆଲ ମିଡିଆରେ ମଧ୍ୟ…

ପ୍ରଥମଥର ପାଇଁ ରଣବୀରଙ୍କ ସହ କାମ କରିବେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବାଣୀ କପୁର ଏକ ବଡ ପ୍ରୋଜେକ୍ଟରେ ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ସହ ସ୍କ୍ରିନ୍‌ ଶେଆର୍‌ ବଲିଉଡ ଅଭିନେତା ରଣବୀର କପୁର । ସିନେମାଟିର ନାଁ ହେଉଛି ‘ସମ୍‌ସେରା’ । ବାଣୀ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ବିପକ୍ଷରେ ଅଭିନୟ କରିବାକୁ ଯାଉଛନ୍ତି ।…

ରଣବୀର କପୁର ମୋର ପ୍ରଥମ ପସନ୍ଦ : ଅନୁରାଗ…

ମୁମ୍ବାଇ : ବଲିଉଡରେ ଏବେ ବାୟୋପିକ୍‌ର ଋତୁ ଚାଲିଛି । ବହୁତ ଜଲଦି ଦର୍ଶକ ଆଉ ଏକ ବାୟୋପିକ୍‌ ସିନେମା ଦେଖିବାକୁ ପାଇବେ । କିଶୋର କୁମାରଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ୍‌ । ସିନେମାଟିକୁ ଅନୁରାଗ ବାସୁ ନିର୍ଦ୍ଦେଶନା ଦେବା ସହ ରଣବୀର କପୁର କିଶୋରଙ୍କ ଚରିତ୍ରରେ ନଜର ଆସିବେ । ବାୟୋପିକଟି…

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଏହି…

ମୁୁମ୍ବାଇ: ବଲିଉଡରେ ଅନେକ ସିନେମା ହୋଇଛି କିନ୍ତୁ ଦର୍ଶକ ଏପରି ଏକ ସିନେମା କୁ ଅପେକ୍ଷା କରି ରହିଛନ୍ତି ଯେଉଁଥିରେ ସମସ୍ତଙ୍କର କ୍ୟୁଟ୍‌ କପଲ୍ ନଜର ଆସୁଛନ୍ତି । ସେମାନେ ହେଲେ ଆଲିଆଭଟ୍ଟ ଓ ରଣବୀରକପୁର । ପ୍ରଥମଥର ପାଇଁ ସିନେପ୍ରେମି ମାନେ ଦୁହିଁ ଯୋଡିଙ୍କୁ ସିନେମା ପରଦାରେ ଦେଖିବାକୁ ପାଇବେ ।…

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି…

ମୁମ୍ବାଇ : ବଲିଉଡରେ ଏବେ ଆଉ ନୂଆ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେମାନେ ହେଲେ କ୍ୟୁଟ୍‌ କପଲ୍ ଆଲିଆ ଓ ରଣବୀର। କିନ୍ତୁ ଦୁହେଁ କେବେ ବିବାହ କରିବେ ତାହା ସ୍ପଷ୍ଟ କରିନାହାନ୍ତି । ଆଲିଆ ରଣବୀରଙ୍କୁ ନିଜ ମନର ମଣିଷ ଭାବି ସାରିଛନ୍ତି । କିଛି ଦିନ ତଳେ ଏକ ବାହାଘର ନିମନ୍ତ୍ରଣ…

ପୁଣି ରଣବୀରଙ୍କ ଉପରେ ସଲମାନଙ୍କ ରାଗ

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ବିବାଦ ଥମୁନି । ଶାରୁଖାଁଙ୍କ ପରେ ପରେ ଏବେ ଆଉ ଜଣେ କଳାକାରଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଛି । କିନ୍ତୁ ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ଭାରି ଖାତିର୍ ଅଛି । ଅନେକ ବଡ଼ ବଡ଼ ପ୍ରଯୋଜକଓନିର୍ଦ୍ଦେଶକ ସମସ୍ତେ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି। ତାଙ୍କ…