Odisha Link
Bridging the Missing Links in Odisha
Browsing Tag

Ranjan Kumar Das

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ରଞ୍ଜନ…

ଭୁବନେଶ୍ବର: ଶ୍ରୀ ଜଗନ୍ନାଥ ମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ନଦେଇ କେବଳ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ଦେଇଛନ୍ତି…

ରଂଜନ ଦାସ ଏକାଡେମୀ ପୁରସ୍କାର ପାଇବା ନେଇ…

ଭୁବନେଶ୍ବର: କବି ତଥା ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ କୁମାର ଦାସ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ବୋଲି ପ୍ରଚାର ହେଉଛି। ଦୁଇ ବର୍ଷ ଧରି ଶ୍ରୀ ଦାସଙ୍କ ପାଇଁ ଯୋରଦାର ଲବି ଚାଲିଥିଲା। ଏ ନେଇ ଶ୍ରୀ ଦାସଙ୍କ ନିକଟତମ ମହଲରେ ଆଗୁଆ ଉତ୍ସାହ ଦେଖିବାକୁ ମିଳିଥିବାବେଳେ…

ରଂଜନ କୁମାର ଦାସଙ୍କ କବିତା ସଂକଳନ…

ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ "ସମୟର ସାତରଙ୍ଗ" ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ…

ସଂସ୍କୃତି ନିର୍ଦ୍ଦେଶକ ହେଲେ ରଂଜନ କୁମାର…

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗକର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କୁମାର ନାୟକ ଶନିବାର ଅବସର ଗ୍ରହଣ କରିଥିବାରୁ ଏହି ପଦରେ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ…