Odisha Link
Bridging the Missing Links in Odisha
Browsing Tag

rate

ବଢ଼ିଲା କ୍ଷୀର ଦାମ, ଏବେ ଦେବାକୁ ପଡ଼ିବ…

ଓଏଲ୍‌ ବ୍ୟୁରୋ: କାଲିଠୁ ପୁଣିଥରେ ବଢ଼ିବ କ୍ଷୀର ଦାମ। ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ କମ୍ପାନୀ। ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ପହିଲାରୁ ଏହି ବର୍ଦ୍ଧିିତ ଦର ସାରା ଦେଶରେ ଲାଗୁ ହେବ। ସୋମବାର ଅମୁଲ ବ୍ରାଣ୍ଡର ପରିଚାଳନା କରୁଥିବା ଗୁଜରାଟ ସହକାରୀ…

ମହଙ୍ଗା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଦେଶରେ ଦରଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୁନା ଓ ରୁପା ଦାମ ବୃଦ୍ଧି ପାଇଛି। ଆଜି ସୁନା ଦର ୪୪୬ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୬,୪୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ସୋମବାର ଦିନ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪…

୧୭ ଦିନ ହେବ ଅପରିବର୍ତ୍ତିତ ରହିଛି ତୈଳ…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ହେଲେ ୧୭ ଦିନ ହେବ ଦେଶରେ ଅପରିବର୍ତ୍ତିତ ରହିଛି ତେଲ ଦର।ଶେଷଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା। ସେବେଠାରୁ ଆଉ କମିନି ତୈଳ ଦର। ଅପରପକ୍ଷେ ବିଶ୍ବ ବଜାରରେ ଗତ କିଛି ଦିନ ହେଲା ଉପର ତଳ ହେଉଛି ତୈଳ…

ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ…

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ ହାରଠୁ କମ୍। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାକେଶ ଭୂଷଣ। ସୂଚନା ମୁତାବକ, ଦେଶରେ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ସଂଖ୍ୟା ୫ ହଜାରରୁ କମ୍‌ ରହିଛି। ୧୮ ଟି ରାଜ୍ୟରେ ସକ୍ରିୟ ସଂଖ୍ୟା ୫ରୁ ୫୦ ହଜାର ମଧ୍ୟରେ ରହିଛି। କେବଳ…

ଦେଶରେ କରୋନା ଆରୋଗ୍ୟ ହାର ୭୬.୩୦…

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି। ଆଜି ଦେଶରେ ଆରୋଗ୍ୟ ହାର ୭୬.୩୦ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୬୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୬୩ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି…

ଇପିଏଫ୍‌ ସୁଧହାର ୦.୧୫% କମିଲା

ନୂଆଦିଲ୍ଲୀ: ଇପିଏଫ୍‌’ ସୁଧହାର ୦.୧୫% କମିଲା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) ସୁଧ ହାରକୁ ୦.୧୫ ପ୍ରତିଶତ କମାଇ ଦେଇଛନ୍ତି। ୦.୧୫ ପ୍ରତିଶତ ସୁଧହାର କମିବା ପରେ ଏବେ ସୁଧହାର ୮. ୫ ପ୍ରତିଶତ ହୋଇଛି। ଆଜି ଇପିଏଫଓର…