Odisha Link
Bridging the Missing Links in Odisha
Browsing Tag

Rath

ରଥ ଚକରେ ଫାଟ, ଚାଲିଛି ମରାମତି

ପୁରୀ: ରଥ ଚକରେ ଫାଟ। ତିନି ଠାକୁରଙ୍କ ରଥର ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ କରାଯାଇଛି। ଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ ଜଣାପଡ଼ିଛି।…

ପୁରୀ: ୩ ମହାରଣା ଓ ୫ ଭୋଇ ସେବକ ପଜିଟିଭ

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ୟପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ରଥଖଳା ଚଳଚଞ୍ଚଳ ଥିବା ବେଳେ ଆସିଛି ବଡ଼ ଖବର। ରଥ ନିର୍ମାଣରେ ନିୟୋଜିତ ୩ ମହାରଣା…

ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେଲା…

ପୁରୀ: ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା ହେରାପଞ୍ଚମୀ ନୀତି। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ। ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ। ଆଜି ସକାଳୁ ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ…

ରଥ ନିର୍ମାଣ କାର୍ଯ୍ୟ ୨୨ ସୁଦ୍ଧା ସାର:…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ଆରମ୍ଭ ହୋଇଛି ରଥ କାର୍ଯ୍ୟ। ବିଳମ୍ବରେ ହେଉ ପଛେ ରଥ କାମ ଆରମ୍ଭ ହୋଇ ଆଗେଇ ଚାଲିଛି। ରଥ କାମରେ ନିୟୋଜିତ ମହାରଣାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଓ ସେଠାରେ ସାମାଜିକ ଦୂରତ୍ୱ ରଖାଯାଇ ରଥ କାର୍ଯ୍ୟ କରାଯାଉଛି। ତେବେ ଜୁନ ୨୨…