Odisha Link
Bridging the Missing Links in Odisha
Browsing Tag

Ratha Yatra

ରଥଯାତ୍ରା ସମୟରେ ଗ୍ରୀନ ଜୋନ

ପୁରୀ: ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ। ଗ୍ରୀନ ଜୋନ ସମ୍ପର୍କରେ ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସପି କହିଛନ୍ତି। ଅନ୍ୟପକ୍ଷରେ ଆଜି ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…

ପୁରୀ ଛଡା ଅନ୍ୟ କେଉଁଠି ହେବନି…

ପୁରୀ: ପୁରୀ ଛଡା ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଛନ୍ତି। CJI ଏନ୍.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି।…

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ…

ପୁରୀ: ପାଖେଇ ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ଖଳାରେ ପହଞ୍ଚିଛି ରଥ ଦଉଡ଼ି। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି ୨୦ଟି ଦଉଡି। ପୁରୀରେ ୧୪ଟି ରଥ ଦଉଡି ଓ ୬ଟି କର୍ଡନ ଦଉଡି ପହଞ୍ଚିଥିବା ଜଣାପଡିଛି। ରାଜ୍ୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି…

ରାଜଧାନୀରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି…

ଭୁବନେଶ୍ବର : ଆଉ ଦୁଇ ଦିନ ପରେ ଘୋଷଯାତ୍ରା। ଏଥିପାଇଁ ରାଜଧାନୀରେ ଇସ୍କନ୍ ମନ୍ଦିର ସମେତ ୫୦ରୁ ଅଧିକ ସ୍ଥାନରେ ରଥଟଣା ହେବ। ବିଶେଷକରି ଇସ୍କନ୍ ଓ କିଟ୍ ରେ ଅଧିକ ଭିଡ଼ ପରିଲକ୍ଷିତ ହେବ। ତେଣୁ ଏହି ସମୟରେ ପୂରା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ…