Odisha Link
Bridging the Missing Links in Odisha
Browsing Tag

Raurkela

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ…

ରାଉରକେଲା : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର RT-PCR ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ ଓ ଡିଜିପିଙ୍କୁ ନେଇ ବୈଠକ ହୋଇଛି…

ରାଉରକେଲା ପାଇଁ କୋହଳ ହେଲା କଟକଣା

ଭୁବନେଶ୍ବର: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିବା ପରେ ରାଉରକେଲା ପାଇଁ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଠ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଏୟାର କ୍ୱାଲିଟି ୫୨୬ ଥିଲାବେଳେ ଗତକାଲି ୩୪୨ ରହିଥିଲା। ଏକୁ୍ୟଆଇରେ…

ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ରାଉରକେଲା : ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ପ୍ରକାଶ ଯେ, ବ୍ରାହ୍ମଣୀ ପୋଲ ଉପରେ ବାଇକ୍ ରେ ଦୁଇ ଯୁବକଯାଉଥିବା ବେଳେ ଟ୍ରଲର ସେମାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରେ…

ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ତିନି…

ରାଉରକେଲା : କୋଏଲ ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ତିନି ନାବାଳକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଗୁରୁଦ୍ୱାରରୋଡ଼ର ସୋନି ସୋନାକାର (୧୪), ସୁମିତ ସୋନାକାର (୧୨), ଗାନ୍ଧୀରୋଡ଼ର ଜ୍ଞାନେଶ୍ୱର ଚୌଧୁରୀ(୧୨)। ଘରେ ବୁଲିବାକୁ କହି ପ୍ରାୟ୮ କିମି ଦୂର କୋଏଲ ନଦୀ ଘାଟକୁ ଚାଲି ଚାଲି ଯାଇଥିଲେ ।…

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ଟ୍ରେନ ଧକ୍କାରେ ୨ ହାତୀ ମୃତ। ଏହି ଦୁର୍ଘଟଣାଟି ରାଉରକେଲା ବିଶ୍ରା ମହିପାଣି ନିକଟରେ ଘଟିଛି। ଗତ ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ। ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ ମୃତଦେହ ଧାରଣାରେ ପଡ଼ି ରହିଛି । ରେଳ ଧାରଣ ପାର କରିବା ବେଳେ ଘଟିଛି ଏହି…

କୋଏଲ ନଦୀରେ ବୁଡ଼ି ୨ ନିଖୋଜ

ରାଉରକେଲା : ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ। ଏହି ଅଭାନାୟ ଘଟଣାଟି ରାଉରକେଲା କୋଏଲ ନଦୀରେ ଘଟିଛି। ଓଡ୍ରାଫ ସହ ବିଶ୍ରା ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ, ରାଉରକେଲା ଟିମ୍ବର କଲୋନୀର ୭ ସାଙ୍ଗ ଏକାଠି ପିକନିକ କରିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୨ ସାଙ୍ଗ…

ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା…

ରାଉରକେଲା: ଆଜି ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ  ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ଥିବା ସୂଚନା ମିଳିଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ଶବ ନିକଟରେ ରକ୍ତ ଭିଜା ପଥର ପଡ଼ି ଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା…

ଡେଲିଭରି ବୟେଙ୍କ ନାଁରେ ୧୦ଲକ୍ଷର ଜିଏସଟି…

ରାଉଲକେଲା : ପୁଣି ଜଣଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଘଟିଛି ରାଉଲକେଲାରେ। ସୂଚନା ଅନୁସାରେ ଜଣେ ଡେଲିଭରି ବୟେଙ୍କ ନାଁରେ ୧୦ଲକ୍ଷର ଜିଏସଟି ଠକେଇ ହୋଇଛି। ସେ କମ୍ପାନୀ ଖୋଲି ୭୦ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ କରି ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ଦେଲେ ରାଉରକେଲା ଜିଏସଟି…

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ରାଉରକେଲା: ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ତାଙ୍କ ଅବସ୍ଥା ଗୁରତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ଟିଉସନ୍‌ ହେବାକୁ ପମ୍ପ୍ ହାଉସ୍ ନିକଟକୁ ଯାଇଥିଲା। ମାତ୍ର…

ରାଉରକେଲାର ବିଭିନ୍ନ ସ‌୍ଥାନରେ ଲୁଟ୍‌

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲାର ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪ଟି ଦୋକନ ସହ ଜନସେବା କେନ୍ଦ୍ରରେ କଳାକନା ବୁଲାଇ ଦେଇଛନ୍ତି। ଲୁଟେରାମାନେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଚାରୋଟି ଦୋକାନରୁ ଲୁଟ୍ କରିଛନ୍ତି। ସେମାନେ ଝାରବେଡ଼ା ସ୍ଥିତ ଗୋଟିଏ…