Odisha Link
Bridging the Missing Links in Odisha
Browsing Tag

Reha Chakraborty

ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ…

ମୁମ୍ବାଇ: ଆଜି ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଛି। ତାଙ୍କ ଶ୍ରାଦ୍ଧବାର୍ଷିକରେ ରିୟା ଚକ୍ରବର୍ତ୍ତୀ ବେଶ ଭାବବିହ୍ୱଳ ହୋଇଛନ୍ତି। ସୁଶାନ୍ତଙ୍କ ପ୍ରତି ତାଙ୍କ ଭଲପାଇବାକୁ ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରିୟା ଆଜି ସୁଶାନ୍ତଙ୍କ ସହ ଉଠାଇଥିବା ଗୋଟିଏ…

‘ଚେହେରେ’ରେ ନଜର ଆସିଲେ ରିୟା,…

ମୁମ୍ବାଇ: ରିଲିଜ୍‌ ହେଲା ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଫିଲ୍ମ ‘ଚେହେରେ'ର ଟ୍ରେଲର। ଫିଲ୍ମର ଟ୍ରେଲରରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମୁଖ୍ୟ ଭୂମିକାରେ ଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଫିଲ୍ମରେ ଚଜର ଆସିଛନ୍ତି। 'ଚେହରେ’କୁ ନେଇ ଦୀର୍ଘ ଦିନ ଧରି ସସ୍ପେନ୍ସ ଲାଗି ରହିଥିଲା।…

ସୁଶାନ୍ତଙ୍କ ଜନ୍ମଦିନରେ ହାତଯୋଡ଼ି ଏପରି…

ମୁମ୍ବାଇ: ଆଜି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମଦିନ। ସୁଶାନ୍ତଙ୍କ ଜନ୍ମଦିନ ଅବସରରେ ସର୍ବ ସମ୍ମୁଖରେ ହାତ ଯୋଡିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ।‌ ରାସ୍ତାରେ ହାତ ଯୋଡି ଅନୁରୋଧ କଲେ ରିଆ। ସୁଶାନ୍ତଙ୍କ ମୃତ୍ୟୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ…

ରିୟାଙ୍କୁ ମିିଳିଲା ସର୍ତ୍ତମୂଳକ ଜାମିନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ମିଳିଲା ଆଶ୍ବସ୍ତି। ବୁଧବାର ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍। ୨୮ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ମିଳିଲା ଜାମିନ୍। ୧ ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ କରିବାକୁ ରିୟାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ।…

ଏହି କାରଣରୁ ରିୟାଙ୍କ ଜାମିନ ଆବେଦନ…

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଏବଂ ଭାଇ ଶୋଭିକ୍ ଗତକାଲି ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଏବଂ ଆଜି ସେମାନଙ୍କ ଆବେଦନ ଶୁଣାଣି ହେବାର ଥିଲା ମାତ୍ର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣିକୁ ଘଞ୍ଚାଇଛନ୍ତି। ରିୟାଙ୍କ…

ଆଜି ଶୁଣାଣି, ରିୟାଙ୍କୁ ମିଳିବ କି ବେଲ୍?

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି…

ସାରା’ଙ୍କ ଠାରୁ ଡ୍ରଗ୍ସ ନେଉଥିଲେ ରିୟା

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଏକ ବଡ ଗୁମର ସାମ୍ନାକୁ ଆସିଛି। ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନସିବି ରିୟାଙ୍କୁ ଗିରଫ କରିଥିବା ବେଳେ ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି। ସାରା ମଧ୍ୟ…

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ‌ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଛନ୍ତିି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ। ମୁମ୍ବାଇ ସେସନ କୋର୍ଟ ଆଜି ରିୟା ଚକ୍ରବର୍ତ୍ତୀ ଓ ଷୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ…

ଜେରା ସମୟରେ ଆତ୍ମ-ଅପରାଧୀ ସ୍ୱୀକାର…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗରିଫ କରିଛି। ଗରିଫ ପରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରିଛନ୍ତି ରିୟା।…

ବାଇକୁଲା ଜେଲ୍ ଗଲେ ରିୟା

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗତକାଲି ଗିରଫ କରିଥିଲା। ମହାରାଷ୍ଟ୍ର ଜେଲ୍ ମାନୁଆଲ୍ ଅନୁସାରେ, ରାତିରେ କଏଦୀକୁ ଜେଲ୍ ନିଆଯାଏ ନାହିଁ। ଗିରଫ ପରେ ମଙ୍ଗଳବାର ରାତି ରିୟା ଏନସିବି ଲକଅପରେ ରହିଥିଲେ। ଆଜି ସକାଳେ ରିୟାଙ୍କୁ ବାଇକୁଲା ଜେଲକୁ…