Odisha Link
Bridging the Missing Links in Odisha
Browsing Tag

Remand

ସୁସ୍ଥ ପରେ ରିମାଣ୍ଡରେ ଯିବ ହାଇଦର:…

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। ୭ ଦିନିଆ ରିମାଣ୍ଡରେ ଯିବା ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛି ହାଇଦର। କରୋନାରୁ ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ ବୋଲି କଟକ ଡିସିପି କହିଛନ୍ତି। କଟକ ଡିସିପି କହିଛନ୍ତି ଯେ, ବର୍ତ୍ତମାନ ହାଇଦର ଚୌଦ୍ୱାର ଜେଲ ଆଇସୋଲେସନ…

ପୁଷ୍ପଲତା ହତ୍ୟା ମାମଲା, ରିମାଣ୍ଡରେ ଗଲେ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତ୍ୟୁ ମାମଲା। ମୁଣ୍ଡବିହୀନ ମହିଳାଙ୍କ ସମ୍ପର୍କରେ ଗତକାଲି କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କଟାମୁଣ୍ଡ ନାମ ପୁଷ୍ପଲତା ରାଉଳ (୨୮) ବୋଲି ଜଣାପଡିଥିଲା। ଏହି ମାମଲାରେ ଆଜି ୨…

ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍

ଭୁବନେଶ୍ୱର: ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍। ପୁଣି ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ। ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି। ଲକ୍ଷ୍ମୀସାଗର ଥାନା ପୋଲିସକୁ ଏନେଇ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। କିଡନୀ କେଳେଙ୍କାରୀ ଘଟଣାରେ ଡାକ୍ତରଙ୍କ ଲିଙ୍କ୍ ଥିବା…

୪ ଦିନିଆ ରିମାଣ୍ଡରେ ଗଲେ ଆକାଶ

ଭୁବନେଶ୍ୱର: ୪ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ସ୍କାଏକିଙ୍ଗ୍ ଠକେଇ ମାମଲାରେ ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଇ କମିଶନରେଟ୍ ପୋଲିସ। ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଖାରବେଳନଗର ଥାନା ପୋଲିସରେ ଅଭିଯୋଗ ହୋଇଥିଲା। ଟାଟା…

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ

ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ଆକାଶ ପାଠକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆକାଶଙ୍କୁ କଟକ ନେଇଛନ୍ତି। କଟକ କ୍ରାଇମବ୍ରାଞ୍ଚ ହେର୍ଡକ୍ୱାଟରରେ ଆକାଶଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚର ରିମାଣ୍ଡ ବେଳେ ଟାଟା…

ରିମାଣ୍ଡରେ ଯିବେ ଡି’ ବ୍ରଦର୍ସ

ଭୁବନେଶ୍ଵର: ରିମାଣ୍ଡରେ ଯିବେ ଡି' ବ୍ରଦର୍ସ। କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଜେଲ୍‌ ଭିତରେ ରହି ମଧ୍ୟ ନିଜର ଅପରାଧିକ ସାମ୍ରାଜ୍ୟ ଜାରି ରଖିଥିଲା। ସହଯୋଗୀଙ୍କ ଜରିଆରେ ବିହାରରୁ ବନ୍ଧୁକ ମଗାଇ କାରବାର କରିବା ସହ ଦାଦା ବଟି ଆଦାୟ କରୁଥିଲା। ଏଡିମାମଲାରେ ଅଧିକ ଜେରା ପାଇଁ ଧଳସାମନ୍ତ ବ୍ରଦର୍ସଙ୍କୁ…

ରିମାଣ୍ଡରେ ଯିବେ ଆକାଶ ପାଠକ

ଭୁବନେଶ୍ୱର: ରିମାଣ୍ଡରେ ଯିବେ ଆକାଶ ପାଠକ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଥରେ ରିମାଣ୍ଡରେ ଯିବେ। ତେବେ ଆସନ୍ତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଥିବା…