Odisha Link
Bridging the Missing Links in Odisha
Browsing Tag

Republic Day

ବିକାଶ ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତି…

ଭୁବନେଶ୍ୱର : ସାରା ଦେଶ ଆଜି ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି। ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ…

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ଆଜି ସାଧାରଣତନ୍ତ୍ର ଦିବସ। ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ ।…

ଆସନ୍ତା କାଲି ମହାତ୍ମାଗାନ୍ଧୀ ମାର୍ଗରେ…

ଭୁବନେଶ୍ବର: ଆସନ୍ତା କାଲି ଜାନୁଆରୀ ୨୬। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ। ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ପୁଲିସର ସୂଚନା ମୁତାବକ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ଗାଡି ମହାତ୍ମାଗାନ୍ଧୀ ମାର୍ଗ…

ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା, ଓଡ଼ିଶାରୁ…

ଭୁବନେଶ୍ବର: ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା। ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ ପଦକ ଘୋଷଣା କରାଯାଇଛି। ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଅନ୍ୟ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ମିଳିବ ଉଳ୍ଲେଖନୀୟ ସେବା ପଦକ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ମିଳିବ ରାଷ୍ଟ୍ରପତି…

ଆତଙ୍କବାଦୀ ଆକ୍ରମଣ ଆଶଂକା, ବଢ଼ିଲା…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀ, ବୋଧଗୟା ଓ ଅଯୋଦ୍ଧାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ନେଇ ସୂଚନା ମିଳିଛି। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯିବା ପରେ ସୁରକ୍ଷା…

ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ନେଇ…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କୁ ଅନୁରୋଧ କରାଯାଇଛି କି ଜାନୁଆରି ୨୬ରେ ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର ନକରି କାଗଜ କିମ୍ବା କପଡ଼ାରେ ନିର୍ମିତ ପତାକା ବ୍ୟବହାର କରନ୍ତୁ।…

ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ…

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କୋଭିଡ କଟକଣା ସମ୍ପର୍କରେ ଗୃହ ବିଭାଗ ଦ୍ୱାରା ଏକ ଚିଠି…

ଚଳିତ ବର୍ଷ ବିନା ଅତିଥିରେ ଗଣତନ୍ତ୍ର…

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ଥର ପାଇଁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜଣେ ବିଦେଶୀ ରାଷ୍ଟ୍ର ମୁଖ୍ୟ ଅତିଥି ରହିବେ ନାହିଁ। ଆଜି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଅର୍ଥାତ୍ ବିନା ଅତିଥିରେ…

ସୁରିନାମେର ରାଷ୍ଟ୍ରପତି ଗଣତନ୍ତ୍ର ଦିବସର…

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସ ପାଇଁ ଅତିଥି ହେବେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ ହେବା ପରେ ଭାରତ ସରକାର ଚନ୍ଦ୍ରିକାପ୍ରସାଦଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି…

ଚଳିତ ବର୍ଷ ଗାନ୍ଧୀ ମାର୍ଗରେ ପାଳନ ହେବ…

ଭୁବନେଶ୍ୱର: ଚଳିତ ବର୍ଷ କରୋନା ନିର୍ଦ୍ଦେଶାବଳୀ ଅନୁପାଳନ ସହ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯିବ। ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ।…