Odisha Link
Bridging the Missing Links in Odisha
Browsing Tag

Result

+୨ ରେଜଲ୍ଟ: ୱେବସାଇଟରେ ଉପଲବ୍ଧ ହେଲା…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଧିବଦ୍ଧ ଭାବେ ଘୋଷଣା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି। ଚଳିତ ବର୍ଷ ବିଜ୍ଞାନରେ ୮୪.୯୩% ପାସ ହାର ହୋଇଥିବାବେଳେ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ରହିଛି। ସେହିଭଳି ନୟାଗଡ଼ ଜିଲ୍ଲାରେ ବିଜ୍ଞାନରେ ୯୬.୪୧ ଓ…

ଜୁଲାଇ ସୁଦ୍ଧା ୟୁଜି ପରୀକ୍ଷା ଫଳ

ଓଏଲ୍‌ ବ୍ୟୁରୋ : ୟୁଜି ପରୀକ୍ଷା ଫଳକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ। ଆସନ୍ତା ଜୁଲାଇ ୭ତାରିଖ ସୁଦ୍ଧା ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ କୁଳପତି ଓ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି। କୋର୍ସ ସରିନଥିବାରୁ ପରୀକ୍ଷାରେ ବିଳମ୍ବ…

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ…

ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଫଳ। ପୂର୍ବସୂଚନା ମୁତାବକି ଠିକ ଅପରାହ୍ନ ୧ଟାରେ ବିଧିବିଦ୍ଧ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏହାସହ orissaresults.nic.in ୱେବସାଇଟ୍‌ରେ ମଧ୍ୟ ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ…

ଶନିବାର ପ୍ରକାଶ ପାଇବ +୨ କଳା ପରୀକ୍ଷା…

ଭୁବନେଶ୍ବର: କରୋନା କାଳରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ। ଅଗଷ୍ଟ ୧୪ ତାରିଖରେ ଅର୍ଥାତ୍‌ ଶନିବାର ଦିନ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧…

ଯୁକ୍ତ ଦୁଇ ରେଜଲ୍ଟ: ବିଜ୍ଞାନରେ ପାସ୍‌…

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି। ଚଳିତବର୍ଷ ବିଜ୍ଞାନରେ ପାସ୍‌ ହାର ୯୫.୧୫ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୯୪.୯୩ ପ୍ରତିଶତ ପାସ୍‌ ହାର ରହିଛି। ଏନେଇ ସୂଚନା ଦେଇଛନ୍ତି…

ଜୁଲାଇ ୩୧ରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: କରୋନା କାଳରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ। ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ…

ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ…

ଭୁବନେଶ୍ୱର: ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ।  ଓଡ଼ିଶାରେ ଦଶମରେ ୯୯.୯୮ ପ୍ରତିଶତ ଓ ଦ୍ୱାଦଶରେ ୯୯.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାଯାଇଛି। ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ହୋଇନଥିଲା। results.cisce.org ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ଚଳିତ ବର୍ଷ ଉତ୍ତର…

ସତ ହେବ କି ଶୁଭେନ୍ଦୁଙ୍କ ଆକଳନ?…

କୋଲକାତା: କରୋନା କାଳରେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନ ସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଛି। ସମସ୍ତଙ୍କ ନଜରେ ଏବେ ପଶ୍ଚିମବଙ୍ଗରେ ଉପରେ ରହିଛି। ଏଥିରେ ପ୍ରାଥମିକ ଗଣତିରେ ଟିଏମ୍‌ସି ଆଗୁଆ ଥିବା ବେଳେ ବିଜେପି ଜୋରଦାର ଟକ୍କର ଦେଉଛି। ସେହିପରେ ତାମିଲନାଡୁରେ ଡିଏମେକେ ଆଗୁଥିବା…

ଅକ୍ଟୋବର ୩୧ରେ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଆସନ୍ତା ଅକ୍ଟୋବର ୩୧ରେ ପ୍ରକାଶ ପାଇପାରେ। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କରୋନା ଯୋଗୁଁ ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଲୋକସେବା…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ…

କଟକ: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ଚଳିତ ବର୍ଷ ୨୧, ୪୮୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ। ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ୍ ୧୫, ୨୪୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମାତ୍ର ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ…