ଚାଷୀଙ୍କ ସମର୍ଥନରେ ପୁରସ୍କାର ଫେରାଇବାକୁ…
ନୂଆଦିଲ୍ଲୀ: ଦେଶରେ କୃଷି ଆଇନ ବିରୋଧ ଜୋର ଦାର ହେବାରେ ଲାଗିଛି। କୃଷକଙ୍କ ସମର୍ଥନରେ ରାଜନୈତିକ ଦଳଠୁ ନେଇ ଏବେ ସାହିତ୍ୟ ଓ ମନୋରଞ୍ଜନ ଜଗତର ହସ୍ତି ମାନେ ମଧ୍ୟ ସପକ୍ଷରେ ଠିଆ ହୋଇଛନ୍ତି। କୃଷକଙ୍କୁ ସମର୍ଥନ କରି ଆଥଲେଟ୍ ମାନେ ଆଗକୁ ଆସିଛନ୍ତି।
ରବିବାର ବକ୍ସର ବିଜେନ୍ଦର ସିଂହ ନୂତନ କୃଷି ଆଇନ…