Odisha Link
Bridging the Missing Links in Odisha
Browsing Tag

Revenue Income

ରାଜ୍ୟ ରାଜସ୍ବ ଆଦାୟରେ ୯% ବୃଦ୍ଧି

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ଆଦାୟରେ ୯% ବୃଦ୍ଧି ଘଟିଛି। ଅଣ ଟିକସ ବାବଦକୁ ୭୩୯୯ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ସେଥିରେ ୧୨.୨୪% ବୃଦ୍ଧି ଘଟିଛି। ଖଣି ରାଜସ୍ବ ଆଦାୟରେ ୧୧% ଓ ଜଳ କର ଆଦାୟରେ ପ୍ରାୟ ୪୬% ବୃଦ୍ଧି ଘଟିଛି। ନିଜସ୍ବ ଟିକସ‌ରେ ୭.୫୬ ପ୍ରତିଶତ ବୃଦ୍ଧି…

ବିଧାନସଭା: ଓଡ଼ିଶା କେବେ ମଦମୁକ୍ତ ହେବ…

ଭୁବନେଶ୍ବର: ଗୋଟିଏ ପଟେ ସରକାର ମଦ ବିକ୍ରି ବୃଦ୍ଧି କରି ମୋଟା ଅଙ୍କର ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଥିବା ବେଳେ ମଦମୁକ୍ତ ଓଡ଼ିଶା ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଖୋଦ୍ ବିଜୁ ଜନତା ଦଳ ବିଧାୟକ। ଏପରିକି ମଦକୁ ନେଇ ରାଜ୍ୟ ରାଜନୀତି ସର୍ବଦା ସରଗରମ ରହିଥାଏ। ଆଜି ବିଧାନସଭା…