Odisha Link
Bridging the Missing Links in Odisha
Browsing Tag

robbery

ଅସୁରକ୍ଷିତ ବିଧାୟକ, ଗୋଟିଏ ଦିନରେ ତିନି…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସିନ୍ଧି ଚୋରଙ୍କ ଉତ୍ପାତ୍‌ ବଢ଼ିବାରେ ଲାଗିଛି। ଏହି ଚୋରଙ୍କ ଉତ୍ପାତରୁ ବାଦ ପଡ଼ି ନାହାନ୍ତି ନେତା ମନ୍ତ୍ରୀ। ଚୋରଙ୍କ ସ୍କାନରରେ ଏବେ ନେତା ମନ୍ତ୍ରୀଙ୍କ ଘର। ଗତକାଲି ଜଣେ ବିଧାୟକଙ୍କ ଘରୁ ଆସବାବପତ୍ର ଚୋରି ହୋଇଥିବା ଖବର ଆସିଛି। ବିଧାୟକଙ୍କ ଘରୁ ଥରୁଟିଏ ନୁହେଁ ଗୋଟିଏ…

ଇଟା ଧରାଇ ଲୁଟି ନେଲେ ସୁନା

କଟକ: ଜଣେ ବାଇକ ଚାଳକଙ୍କଠୁ ଦେଢ଼ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଲୁଟେରା। ଏହି ଘଟଣାଟି ଆଜି ବାଦାମବାଡ଼ି ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ତ ନିକଟରେ ଘଟିଛି। ଲୁଟେରା ମାନେ ହିନ୍ଦୀରେ କଥା ହେଉଥିଲେ। ନିଜକୁ ସେମାନେ ଇଡିର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସୂଚନା ଅନୁଯାୟୀ, ଶଙ୍କରପୁରର ଶିବ ଖୁଣ୍ଟିଆ…

ଲୁଟ୍ ଉଦ୍ୟମରେ ବିଫଳ, ଏଟିଏମ୍ ପୋଡିଲେ…

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡସ୍ଥିତ ଏସବିଆଇ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଏଟିଏମକୁ ଜାଳି ଦେଇଛନ୍ତି। ଟଙ୍କା ଲୁଟ ଉଦ୍ୟମରେ ଆସି ଦୁର୍ବୃତ୍ତମାନେ ପୋଡି ଦେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏଟିଏମରୁ ଟଙ୍କା ଲୁଟ କରିବା ସମୟରେ ବିଫଳ ହେବାରୁ ଏଟିଏମ ଜାଳିଦେଇଛନ୍ତି। ଖବର ପାଇ…