Odisha Link
Bridging the Missing Links in Odisha
Browsing Tag

Rocket Attack

ଇସ୍ରାଏଲ ଓ ପାଲେଷ୍ଟାଇନ୍ ବିବାଦ, ୩୨ ମୃତ

ତେଲ ଅଭିଭି: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ବଢିବାରେ ଲାଗିଛି। ହମାସ ଇସ୍ରାଏଲର ଗାଜା ଉପରେ ୧୦୦ରୁ ଅଧିକ ରକେଟ୍ ମାଡ କରିଛି। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏହି ରକେଟ ମାଡରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ବେଳେ ୨୨୦ ଅଧିକ ଆହତ ହୋଇଛନ୍ତି।…

ଆମେରିକା ସେନା ଶିବିର ଉପରକୁ ଇରାକର ରକେଟ…

କିର୍‌କୁକ : ଗତକାଲି ରାତିରେ ଉତ୍ତର-ଇରାକର କିର୍‌କିକୁଠାରେ ଥିବା ଆମେରିକା ସେନା ଶିବିର ଉପରକୁ ରକେଟ ଆକ୍ରମଣ ହୋଇଛି। ଏହି ରକେଟ ଆକ୍ରମଣରେ କେହି ମୃତାହତ ହୋଇଥିବା ନେଇ ରିପୋର୍ଟ ମିଳିନାହିଁ। ଗତ ଡିସେମ୍ବର ୨୭ରେ ଇରାକ୍‌ ସ୍ଥିତ ଆମେରିକା ସେନା ଶିବିର ଉପରେ ମଧ୍ୟ ରକେଟ ଆକ୍ରମଣ ହୋଇଥିଲା। କାଟେବ…

ଆମେରିକା ଦୂତାବାସ ଉପରେ ପୁଣି ରକେଟ ମାଡ

ବାଗଦାଦ୍‌ : ଇରାନ୍‌ ସେନାର କମାଣ୍ଡର କାସିମ ସୁଲୋମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଇରାନ ପ୍ରତିଷୋଧ ପରାୟଣ ହୋଇ ପହିଛି ଓ ବାରମ୍ବାର ରକେଟ ଆକ୍ରମଣ କରୁଛି। ଗତକାଲି ବିଳମ୍ବିତ ରାତିରେ ବଗଦାଦ୍‌ରେ ଥିବା ଆମେରିକା ଦୂତାବାସ ନିକଟରେ ଇରାନ ସେନା ରକେଟ ମାଡ କରିଛି। ଏହି ଆକ୍ରମଣରେ ହୋଇଥିବା…

ଆମେରିକା ସେନା ଉପରେ ପୁଣି ଇରାନର ରକେଟ୍…

ବାଗଦାଦ : ଇରାକର ବିମାନଘାଟିରେ ରହୁଥିବା ଆମେରିକା ସେନା ଛାଉଣୀ ଉପରେ ଗତକାଲି ଇରାନ ପକ୍ଷରୁ ରକେଟ ମାଡ କରାଯାଇଛି। ଏଏଫପି ସମ୍ବାଦ ସରବରାହ ସଂସ୍ଥା ଅନୁସାରେ ଇରାନ ପକ୍ଷରୁ ଇରାକର ଏୟାରବେସ ଉପରେ ରବିବାର ୪ଟି ରକେଟ ଆକ୍ରମଣ କରାଯାଇଛି ।ଏହି ଆକ୍ରମଣରେ କ୍ଷୟକ୍ଷତି ତଥା ମୃତାହତଙ୍କ ସଂପର୍କରେ କିଛି…

ପୁଣି ଆକ୍ରମଣ କଲା ଇରାନ

ନୂଆଦିଲ୍ଳୀ: ଇରାନର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ହତ୍ୟାକୁ ନେଇ ଆମେରିକା ଉପରେ ପୁଣି ଆକ୍ରମଣ କରିଛି ଇରାନ । ଇରାନ ଇରାକ୍ ସ୍ଥିତ ଆମେରିକାର ଦୂତାବାସ ଭପରେ ପୁଣି ରକେଟ୍ ମାଡ଼ କରିଛି । ଏହି ସମ୍ପର୍କରେ ସ୍ପଷ୍ଟ କରିଛି ଇରାକ ସେନା। ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟି ନାହିଁ । ତେବେ…