ତଦନ୍ତ ବେଳେ ୨ ଆରପିଏଫଙ୍କୁ ଆକ୍ରମଣ
ଭଦ୍ରକ: ଦିନ ଦିପହରେ ଆରପିଏଫ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଆରପିଏଫ ଯବାନ। ଗୁରୁତର ଅବସ୍ଥାରେ ୨ ଆର ପି ଏଫ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ନାଲଚୁଣ୍ଡା ପାଳସପୁରକୁ ବେଆଇନ କୋଇଲା କାରବାର ତଦନ୍ତ ପାଇଁ ୨ ଆରପିଏଫ…