ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ
ରାଉରକେଲା: ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ। ଗତକାଲି ରାତି ୩ଟା ସମୟରେ ଏସଏମ ଏସ-୨ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି…