Odisha Link
Bridging the Missing Links in Odisha
Browsing Tag

RTO

ଗାଡି ଚାଳକଙ୍କୁ ଆଶ୍ବସ୍ତି

ଓଏଲ୍ ବ୍ୟୁରୋ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା। ନମ୍ବର ପ୍ଲେଟ ବଦଳାଇନଥିଲେ ଗାଡି ଚାଳକଙ୍କୁ ଜୋରିମାନା ଦେବାକୁ ପଡ଼ିବନି। ବଢ଼ିଲା ନମ୍ବର ପ୍ଲେଟ ଅବଧି।ପୂର୍ବରୁ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ ଥିଲା ନମ୍ବର ପ୍ଲେଟ ବଦଳାଇବାର ଶେଷ ତାରିଖ କିନ୍ତୁ ଡିସେମ୍ବର୩୧ ପର୍ଯ୍ୟନ୍ତ ହାଇସିକ୍ୟୁରିଟି ନମ୍ବର…

ନଭେମ୍ବର ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ। ଦୀର୍ଘ ୮ ମାସ ପରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ନଭେମ୍ବର ୧୨ରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ସହ ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ ହେବ। ଏନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖରୁ ଦିନ…

ପୁଣି ଆରଟିଓ ଅଫିସ୍‌ରୁ ଦଲାଲ ଗିରଫ

ସମ୍ବଲପୁର: ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ପୁଣି ଦୁଇ ଦଲାଲ ଗିରଫ ହୋଇଛନ୍ତି। ପରିବହନ କାର୍ଯ୍ୟାଳୟଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଅନେକ ଦିନ ଆଗରୁ ନିର୍ଦେଶ ଜାରି କରାଯାଇଥିଲା ହେଲେ ଦଲାଲ ମାନେ ବିଭିନ୍ନ ଉପାୟରେ କଳେବଳେ କାର୍ଯ୍ୟାଳୟ ଭିତରକୁ ପଶି ସେମାନଙ୍କ କାମ କରୁଛନ୍ତି।…

ନବରଙ୍ଗପୁର ଆର୍‌ଟିଓଙ୍କ ନାଁରେ ମାମଲା

ନବରଙ୍ଗପୁର: ନବରଙ୍ଗପୁର ଆର୍‌ଟିଓ ଅଫିସର ଗଣେଶ୍ବର କହଁରଙ୍କ ନାଁ ରେ ଥାନାରେ ମାମଲା। ଆର୍‌ଟିଓ ଗଣେଶ୍ବର କହଁରଙ୍କ ନାଁ ରେ ମାମଲା ରୁଜୁ କରିଛି ନବରଙ୍ଗପୁର ଥାନା ପୋଲିସ। ଅସ୍ଥାୟୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଆର୍‌ଟିଓ ଅଫିସରେ ସ୍ଥାୟୀ ଚାକିରି ଲୋଭ ଦେଖାଇ…

ଆରଟିଓରେ ଥଇଥାନ ହେବେ ଏଜେଣ୍ଟ୍ !

ଭୁବନେଶ୍ବର: ଆଜି ଆରଟିଓରେ ମଧ୍ୟସ୍ଥି ରହିବାକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆରଟିଓରେ କାମ କରିପାରିବେ ମଧ୍ୟସ୍ଥି । ମଧ୍ୟସ୍ଥି କାମ କରିବା ନେଇ ସରକାର ଲଗାଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ବିଚାର କରି ଏହି ରାୟ ଦେଇଛନ୍ତି କୋର୍ଟ । ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା…

ଆରଟିଓ ଯାଞ୍ଚ ୩ ମାସ କୋହଳ

ଭୁବନେଶ୍ବର: ଟ୍ରାଫିନ୍ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ତନି ମାସ ବୃଦ୍ଧି ପାଇଛି। ପରିବର୍ତ୍ତିତ ମୋଟର ପରିବହନ ଆଇନକୁ ତିନିମାସ ତଳେ ରାଜ୍ୟ କଡାକଡା ଭାବେ ଲାଗୁ କରିଥିଲେ। ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ ପୋଲିସ ଓ ପବ୍ଲିକ୍…

ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ

ଭୁବନେଶ୍ବର: ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଦଲାଲଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରତ୍ୟେକ ଆରଟିଓ ଏବଂ ଅନ୍ୟ କେନ୍ଦ୍ର ବାହାରେ ସୂଚନା ଫଳକ ଲାଗିବ। ସେହିପରି କୌଣସି କାମ ପାଇଁ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଆଉ ଏକ ସୂଚନା ଫଳକ ଜରିଆରେ ଲୋକଙ୍କୁ ସଚେତନ କରାଯିବ।…

ଆରଟିଓ ଅଫିସ୍: ଦଲାଲ ରାଜ ବିଷୟରେ…

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆରଟିଓ ଅଫିସରେ ଜମୁଛି ଭିଡ଼। ଏହାର ଫାଇଦା ଉଠାଉଛନ୍ତି ଆରଟିଓ ଅଫିସରେ ଥବା ଦଲାଲ ମାନେ। ଏସବୁ ଖବର ସାମ୍ନାକୁ ଆସିବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏନେଇ ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା…

ଛୁଟିରେ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଟ୍ରାଫିକ୍ କଟକଣା କୋହଳ ନେଇ  ତତ୍ପରତା ପ୍ରକାଶ ପାଇଛି। ପରିବହନ ବିଭାଗ ଓ ଆର୍‌ଟିଓ ଅଫିସ ଛୁଟି ଦିନରେ ବି ଖୋଲା ରହିବ। ଲୋକଙ୍କ ପାଇଁ ଛୁଟିରେ ବି କାମ କରିବେ ଅଧିକାରୀ ଓ କର୍ମଚାରୀ। ଏ ନେଇ ପରିବହନ ବିଭାଗ ପ୍ରସ୍ତୁତ କରିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍।…

ସରକାରୀ ବାବୁଙ୍କ ପାଇଁ ନୂଆ ଟ୍ରାଫିକ୍‌…

ବ୍ରହ୍ମପୁର: ଗୋଟିଏ ପଟେ ସରକାରୀ ବାବୁ ଆଇନ ଉଲଘଂନ କାରୀଙ୍କ ଠାରୁ ଫାଇନ ଆଦାୟ କରି ଆଇନ୍‌ ପାଠ ପଢାଉଛନ୍ତି। ହେଲେ ଅପରପକ୍ଷେ ନିଜେ ଆଇନର ନିୟମକୁ ଉଲଂଘନ କରୁଛନ୍ତି ସରକାରୀ ବାବୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ। ଯାହା ଏବେ ସୋଶିଆଲ ମଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି…