୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ
ଭୁବନେଶ୍ବର: ବେଆଇନ ଚନ୍ଦନ କାଠ ଚୋରା ଚାଲଣ ସମୟରେ ଜବତ କାଠ କଲା ପୁଲିସ। କଟକ ଟାଙ୍ଗି ଡାଳଯୋଡି ଜଙ୍ଗଲରୁ ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। STF ୩ ଜଣଙ୍କୁ ଗିରଫ କରିଛି।
ଗିରଫ…