Odisha Link
Bridging the Missing Links in Odisha
Browsing Tag

Sanjay Dutt

ରାଜନୀତିରେ ପାଦ ଥାପିବେ କି ସଞ୍ଜୟ ଦତ୍ତ?

ନାଗପୁର: ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ସଞ୍ଜୟ ଦତ୍ତଙ୍କ ଫଟୋ। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ଏପରିକି ରାଜନୀତିରେ ପାଦ ଥାପିବେ କି ସଞ୍ଜୁ ବାବା? ଏନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ଏଭଳି ଚର୍ଚ୍ଚା କାହିଁକି ହେଉଛି ତେବେ ଜାଣନ୍ତୁ। ଶନିବାର ଦିନ…

କ୍ୟାନ୍ସର ମୁକ୍ତ ହେଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ କ୍ୟାନସରକୁ ହରାଇଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ସଞ୍ଜୁ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଜି ସଞ୍ଜୁ ବାବା ଟ୍ୱିଟ କରି କ୍ୟାନ୍ସର ଉପରେ ବିଜୟ ହାସଲ କରିଥିବା ନେଇ ଘୋଷଣା କରିଛନ୍ତି। ନିଜର ଦୁଇ ସନ୍ତାନ ଶାହରାନ ଏବଂ ଇକରାଙ୍କ ଜନ୍ମଦିନ ଅବସରରେ ସଞ୍ଜୁ…

ଖଳନାୟକ-୨ରେ ନଜର ଆସିବେ ଟାଇଗର୍‍ ଶ୍ରଫ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ସିନେମା ‘ପ୍ରସ୍ଥାନମ୍‍’ରିଲଜ ହୋଇ ଯାଇଛି। ଏବେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଖଳନାୟକ’ର ପାଟ -୨ ନିର୍ମାଣ କରିବାକୁ ଯାଉଛନ୍ତି । ଖଳନାୟକ ସିନେମା ୧୯୯୩ ମସିହାରେ ପରଦାକୁ ଆସିଥିଲା ।ଏହି ସିନେମାରେ ସଞ୍ଜୟ ଦତ୍ତ,ଜ୍ୟାକି ଶ୍ରଫ , ମାଧୁରୀ ଦୀକ୍ଷିତ୍‍ ଅଭିନୟ…