Odisha Link
Bridging the Missing Links in Odisha
Browsing Tag

SCB Medical college

ଯାଜପୁର ବସ୍‌ ଦୁର୍ଘଟଣା: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା । ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ…

ଏସସିବି ପାଇଁ ୱେବସାଇଟ୍ ଉନ୍ମୋଚନ କଲେ…

କଟକ: କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଇଛି। 5-T ବିଭାଗ ଅଧିନରେ ମେଡିକାଲ କଲେଜର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏସସିବିର ଏହି ଟ୍ରାନ୍‌ସଫର୍ମେସନରେ ପୂର୍ବତନ ଛାତ୍ରଛାତ୍ରୀମାନେ…

କଟକ SCB ମେଡିକାଲ୍‌ ପାଇଁ ହଜାରେ କୋଟି,…

ଭୁବନେଶ୍ୱର: ମୋ ବସ୍‌ରେ ଯାତ୍ରା କରି ଲୋକସେବା ଭବନରୁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର SCB ମେଡିକାଲ୍ କଲେଜ ଓ ହସ୍ପିଟାଲ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ି ତୋଳାଯିବାକୁ ଲକ୍ଷ୍ୟ ରଖାଯାଇଛି।…