Odisha Link
Bridging the Missing Links in Odisha
Browsing Tag

seal

ସୁପର ମାର୍କେଟ ଖୋଲୁ ଖୋଲୁ ସିଲ୍‌ କଲା…

ଭୁବନେଶ୍ବର: ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଜାନୁଆରୀ ଗାଇଡଲାଇନକୁ କଡା କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସରକାର ଜାରି କରିଛନ୍ତି କୋଭିଡ ଗାଇଡଲାଇନ୍। ହେଲେ ଏସବୁ ମଧ୍ୟରେ ନିଳାଦ୍ରୀ ବିହାର ସ୍ଥିତ ମୋର୍‌ ସୁପର ମାର୍କେଟକୁ…

ସିଲ୍ ହେଲା ବିଶାଲ ମେଗାମାର୍ଟ ଓ ବିଗବଜାର

ଭୁବନେଶ୍ୱର: ସିଲ୍ ହେଲା ବିଶାଲ ମେଗାମାର୍ଟ ଓ ବିଗବଜାର। ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ବି ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି। ମାତ୍ର ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ। କିନ୍ତୁ କଟକଣାକୁ ନ ମାନି…

ତାରିଣୀ ବସ୍ତ୍ରାଳୟ ସିଲ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ଥିତ ତାରିଣୀ ବସ୍ତ୍ରାଳୟ ସିଲ୍। କରୋନା ପ୍ରକୋପ ଜାରି ରହିଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମସି ଚଢ଼ାଉ କରିଥିଲା। ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି। ଦୋକାନ ସିଲ୍ କରିବା ସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଫାଇନ…

ଅସମ୍ଭାଳ ଭିଡ଼, ସିଲ୍‌ ହେଲା ୨୦ ଦୋକାନ

ଭୁବନେଶ୍ବର: ରାଜଧାନୀ ଏବେ ବି ରେଡ୍‌ ଜୋନରେ ଅଛି। ଅନ୍ୟପଟେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଶେଷ ହେବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହାକୁ ନଜରରେ ରଖି ବିଏମସି ଓ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ବିଏମସିର ୩ଟି ଯାକ…

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ବର: ସିଲ୍‌ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ। କୋଭିଡ୍ ନିୟମ ଉଲଙ୍ଘନ କାରଣରୁ ସିଲ୍ କଲା ବିଏମ୍‌ସି ଓ କମିସନରେଟ୍ ପୋଲିସ। ୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ। ସପ୍ତାହନ୍ତ ସଟ୍‌ଡାଉନ ପରେ ସୋମବାର ଖୋଲିବ ମାର୍କେଟ ବିଲ୍ଡିଂ।

କୋଭିଡ ଗାଇଡ୍‌ଲାଇନ‌ ଉଲ୍ଲଂଘନ: ୨…

କଟକ: କୋଭିଡ୍ ଗାଇଡ୍ ଲାଇନ୍‌ ଉଲ୍ଲଂଘନ ନେଇ ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍। କଟକ ରାଣୀହାଟରେ ଥିବା ଓଁ ମା’ ଡାଇଗ୍ନୋଷ୍ଟିକ୍ ଓ ଗୀତା ଡାଇଗ୍ନୋଷ୍ଟିକ୍କୁ ସିଲ୍‌ କରିଛି ସିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍‌। ଆଜି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ ବେଳେ ଦୁଇଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ଭିଡ଼ ସାଙ୍ଗକୁ…

ସିଲ୍‌ ହେଲା ୨ ସିନେମା ହଲ୍

ପାରଳାଖେମୁଣ୍ଡି: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଗ୍ରାଫ୍ ଉପରମୁହାଁ ରହୁଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏହାରି ଭିତରେ ପାରଳାଖେମୁଣ୍ଡିର ୨ଟି ସିନେମା ହଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଜୟ ମା’ ଓ ଲକ୍ଷ୍ମୀ ନାମକ ଦୁଇଟି…

ରାୟଗଡ଼ାରେ ସିଲ୍‌ ହେଲା ସିନେମା ହଲ୍

ରାୟଗଡ଼ା: ହୁ ହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଏକ ଆଜି ରାୟଗଡ଼ାରେ ଏକ ସିନେମା ହଲକୁ ସିଲ କରାଯାଇଛି । ରାୟଗଡ଼ାରେ ଥିବା ଅଶୋକ ସିନେମା ହଲକୁ ସିଲ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ…

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଗୁଣୁପୁରୁ…

ଭୁବନେଶ୍ୱର: ଗୁଣୁପୁର ସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି ଆସନ୍ତା ୩ ଦିନ ପାଇଁ ବନ୍ଦ। ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ୍ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୁଣୁପୁରୁ ଉପଜିଲ୍ଲାପାଳଙ୍କ…

ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ୍

ଭୁବନେଶ୍ୱର: ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ୍। ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ ପୁଣି ସିଲ କରାଯାଇଛି। ପ୍ରଥମେ ଏସବିଆଇ ମେନ ବ୍ରାଞ୍ଚ୍‌ ୨ ଦିନ  ସିଲ୍‌ ହେବା ନେଇ ଘୋଷଣା ହୋଇଥିବାବେଳେ ଏବେ ୪ ଦିନ ବନ୍ଦ ରହିବ। ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ବ୍ୟାଙ୍କକୁ ଆଉ…