Odisha Link
Bridging the Missing Links in Odisha
Browsing Tag

Sebayat

ପୁରୀ ଶ୍ରୀମନ୍ଦିରରେ ନାବାଳକକୁ ଯୌନ…

ପୁରୀ: ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗରେ ପୁଲିସର କାର୍ଯ୍ୟାନୁଷ୍ଠାନ। ମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୁଲିସ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ପୁଲିସ ସୂଚନା ଦେଇ କହିଛି ଯେ,…

ଲିଙ୍ଗରାଜ ସେବାୟତଙ୍କୁ କରୋନା

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା କାୟା। ଓଡ଼ିଶାରେ କରୋନା ଗ୍ରାଫ୍‌ ମଧ୍ୟ ଧୀରେ ଧୀରେ ଉପର ମୁହାଁହେଉଛି। ରାଜ୍ୟରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ଏହାରି ମଧ୍ୟରେ ଆଜି ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତଙ୍କ ସହ…

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ…

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ। ସକାଳ ୧୦ଟାରୁ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏନେଇ ସମସ୍ତ ପ୍ରସ୍ତୁତ ସରିଛି। ସୂଚନା ମୁତାବକ, ଶ୍ରୀମନ୍ଦିର…

କାଲି ଘଣ୍ଟ ପ୍ରତିବାଦ କରିବେ ସେବାୟତ

ଭୁବନେଶ୍ୱର: କାଲି ଘଣ୍ଟ ପ୍ରତିବାଦ କରିବେ ସେବାୟତ। ବାଇ-ଲ ପ୍ରତ୍ୟାହାର ଦାବିରେ ସେବାୟତମାନେ ଏହି ପ୍ରତିବାଦ କରିବେ। ରାଜ୍ୟର ସବୁ ମନ୍ଦିରରେ ସକାଳ ୧୦ ଘଟିକାରେ ପ୍ରତିବାଦ କରାଯିବ। ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳୁ ମାଗଣା…

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଅନୁରୋଧ। ମାଗଣା କୋଭିଡ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସେବାୟତ ଓ ତାଙ୍କର ପରିବାରକୁ ମାଗଣା କୋଭିଡ୍ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍‌…