ଇକ୍ୱାଟରିୟାଲ୍ ଗିନିରେ ସିରିଜ୍…
ମାଲାବୋ: ଆଫ୍ରିକୀୟ ଦେଶ ଇକ୍ୱାଟରିୟାଲ୍ ଗିନି ଅନ୍ତର୍ଗତ ବାତା ସହରରେ ସିରିଜ୍ ବିସ୍ଫୋରଣ। ସାମରିକ ଘାଟିରେ ସିରିଜ୍ ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୨୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା କଥା ସ୍ଥାନୀୟ ଦୂରଦର୍ଶନ କେନ୍ଦ୍ର ‘ଟିଭିଜିଇ’ କହିଛି। ଗତକାଲି ଅପରାହ୍ଣ…