Odisha Link
Bridging the Missing Links in Odisha
Browsing Tag

Shah Rukh Khan

ବିବାଦ ଭିତରେ ଆଜି ରିଲିଜ୍ ହେଲା କିଙ୍ଗ…

ଓଏଲ୍ ଵ୍ୟୁରୋ : ଅନେକ ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ବଲିଉଡ ଚଳଚ୍ଚିତ୍ର ପଠାନ୍। କିଙ୍ଗ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନ୍ ରିଲିଜର ପ୍ରଥମ ସୋରେ ବକ୍ସ ଅଫିସ ସାମ୍ନାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଏହି ଚଳଚିତ୍ରର ଆଡଭାନ୍ସ ବୁକିଂରେ କେଜିଏଫ-ଟୁର ରେକର୍ଡ ଭାଙ୍ଗିଥିବା କୁହାଯାଉଛି।…

ଜାନୁଆରୀରେ ରିଲିଜ୍ ହେବ କିଙ୍ଗ ଖାନଙ୍କ…

ଓଏଲ୍ ଵ୍ୟୁରୋ : ଦମଦାର ଅଭିନୟ ସହ ରୋମାଞ୍ଚକର କାହାଣୀ ନେଇ ୨୦୨୩ରେ ବକ୍ସ ଅଫିସରେ ଧମାଲ କରିବା ଆଶାରେ ଆସୁଛି ବଲିଉଡ ଅଭିନେତା ସାହ ରୁଖ ଖାନଙ୍କ ପଠାନ୍। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସହ ରିଲିଜ ତାରିଖ ନିଜେ କିଙ୍ଗ ଖାନ ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରଟି ୨୦୨୩ ଜାନୁଆରୀ ୨୩ରେ ରିଲିଜ…

‘ପଠାନ’ର ଶୁଟିଂ ଆରମ୍ଭ କଲେ…

ମୁମ୍ବାଇ: କରୋନା କଟକଣା କାରଣରୁ ଅନେକ ଦିନ ଧରି ସିନେମା ଶୁଟିଂ ବନ୍ଧ ରହିଥିଲା। ପ୍ରସଶଂକ ମାନେ ନିଜର ମନ ପସନ୍ଦର ସୁପରଷ୍ଟାରଙ୍କ ସିନେମା ଦେଖିବା ପାଇଁ ସୁଯୋଗ ମିଳିପାରି ନାହିଁ। ସୁପରଷ୍ଟାର ଶାହାରୁଖ୍ ଖାନ୍ ଖୁବ ଶୀଘ୍ର ଏକ ନୂଆ ସିନେମାରେ ନଜର ଆସୁଛନ୍ତି। ସିନେମାଟି ହେଲା ପଠାନ୍। ଏହାର ଶୁଟିଂ…

ଶାହାରୁଖଙ୍କ ଶାଶୂଙ୍କ ନାମରେ ଠକେଇ…

ମୁମ୍ବାଇ : ବଲିଉଡ୍‌ର କିଙ୍ଗ୍ ଖାନ ଶାହାରୁଖଙ୍କ ଶାଶୂଙ୍କ ନାମରେ ଏକ ସାଙ୍ଘାତିକ ଠକେଇ ଅଭିଯୋଗ ଆସିଛି । ଚାଷ ଜମି‌ରେ ଫାର୍ମ ହାଉସ୍ ତିଆରି କରିଥିବାରୁ ଏବେ ତାଙ୍କୁ ୩.୯କୋଟି ଟଙ୍କା ଜରିମାନା ଦେବାକୁ ହେବ ବୋଲି ଜଣାପଡ଼ିଛି । ଜରିମାନା ରାଶି ନ‌ ଦେଲେ ମୁମ୍ବାଇର ଅଲିବାଗସ୍ଥିତ ଥାଲରେ ଥିବା ତାଙ୍କ…

ରାକେଶ ଶର୍ମାଙ୍କ ବାୟୋପିକରେ ନଜର ଆସିବେ…

ମୁମ୍ବାଇ : ବଲିଉଡ଼ରେ ପ୍ରସ୍ତୁତ ହେବାକୁ ଯାଉଛି ଅନ୍ୟ ଏକ ବାୟୋପିକ । ସିନେମାଟି ରାକେଶ ଶର୍ମାଙ୍କ ଜୀବନି ଉପରେ ଆଧାରିତ । ରାକେଶ ଶର୍ମା ଭାରତର ପ୍ରଥମ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିଥିଲେ । ଏହି ସିନେମାରେ ରାକେଶଙ୍କ ଚରିତ୍ରରେ ଶାହରୁଖ୍ ଖାନ୍ ଅଭିନୟ କରିବେ ।ଏହି ଚରତ୍ର ପାଇଁ ପ୍ରଥମେ ଅକ୍ଷୟ…

ହିରୋ ପରି ଜୀବନ ବଞ୍ଚାଇଲେ ଶାହରୁଖ୍‌ ଖାଁ

ମୁମ୍ବାଇ: ବଲିଉଡରେ ସମସ୍ତ ଅଭିନେତା ଓ ଅ ଧୁମଧାମରେ ଦୀପାବଳି ପାଳନ କରିଛନ୍ତି । ଏହି ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ଘର ଜଲସାରେ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସମସ୍ତେ ବାଣଫୁଟାଇବାରେ ମସଗୁଲ୍‌ ଥିବାସମୟରେ ଏକ ଅଘଟଣା…

ବଲିଉଡ୍‌ର କିଙ୍ଗ୍‌ ଖାଁଙ୍କ ନିଆରା…

ମୁମ୍ବାଇ: ବଲିଉଡର ବାଦ୍‌ଶାହ ଶାହରୁଖ ଖାନ୍‌ ଙ୍କ ପତ୍ନୀ ଗୌରୀ ଖାଁ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଗୌରୀ ୧୯୭୦ ଅକ୍ଟୋବର ୮ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପିତାଙ୍କ ନାମ କଲୋନେଲ ରମେଶ ଚନ୍ଦ୍ର ଚିବର ଓ ମାତା ସବିତା ଚିବର । ସେ ଆର୍ମିରେ ଥିବାରୁ…