Odisha Link
Bridging the Missing Links in Odisha
Browsing Tag

Shankaracharya

ଯେମିତି ହେଲେ ବି ହିନ୍ଦୁ ରାଷ୍ଟ୍ର ହେବ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସେ ହିନ୍ଦୁ ରାଷ୍ଟ୍ରକୁ ନେଇ ଏଭଳି କିଛି ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛନ୍ତି, ଯେମିତି ହେଲେ ବି ଭାରତ ହିନ୍ଦୁ ରାଷ୍ଟ୍ରରେ ପରିଣତ…

ଦୁଇଦିନ ପାଇଁ ଭୁବନେଶ୍ବରରେ ରହିବେ ପୁରୀ…

ପୁରୀ: ଆସନ୍ତାକାଲି ଭୁବନେଶ୍ବର ଆସୁଛନ୍ତି ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ଅନୁଗାମୀଙ୍କ ଘରେ ଦୁଇଦିନ ଅବସ୍ଥାନ କରିବା ପରେ ସେ ରେଳ ଯୋଗେ କଲିକତା ଯିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଗୋବର୍ଦ୍ଧନ…

ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି :…

ପୁରୀ : ପୁରୀରେ ମଠ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହେଉଛି। ମଠ ପରିଚାଳନା ସ୍ୱତନ୍ତ୍ରଭାବେ ହେବା ଉଚିତ। ନିର୍ଦ୍ଧିଷ୍ଟ ଯୋଜନା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ କରାଯାଉନାହିଁ। ଏଭଳି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଛଳାନନ୍ଦ ସରସ୍ୱତୀ। ପୁରୀରେ ଉଚ୍ଛେଦ ଅଭିଯାନ ପ୍ରସଙ୍ଗକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ…

୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ନେଇ ଖୁସି…

ପୁରୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,“ ଇଂରେଜ ଅମଳର କୂଟନୀତି ଆଇନ ଉପରେ ଶକ୍ତ ପ୍ରହାର ହୋଇଛି। ଏଭଳି ଧାରା ଉଚ୍ଛେଦର ଆବଶ୍ୟକତା ଥିଲା। କୌଣସି ପାର୍ଟିକୁ ପଛରେ ରଖି ଭାରତ…