Odisha Link
Bridging the Missing Links in Odisha
Browsing Tag

SHIKHAR DHAWAN

ଦିନିକିଆ ସିରିଜ ହାରିଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ବର୍ଷା କାରଣରୁ ବାତିଲ ହେଲା ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ। ଯାହାଫଳରେ ଦିନିକିଆ ସିରିଜକୁ ୧-୦ରେ କବଜା କରିଛି ନ୍ୟୁଜିଲାଣ୍ଡ। ଟି-୨୦ ସିରିଜର ପ୍ରତିଶୋଧ ଦିନିକିଆରେ ନେଇଛି ନ୍ୟୁଜିଲାଣ୍ଡ। ୩ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୭ଓ୍ୱିକେଟ୍‌ର ପରାସ୍ତ ହୋଇଥିଲା…

ଦିନିକିଆ ସିରିଜ: ନ୍ୟୁଜିଲ୍ୟାଣ୍ଡକୁ ୩୦୭…

ଓଏଲ୍‌ ବ୍ୟୁରୋ : ଅକ୍‌ଲ୍ୟାଣ୍ଡରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳକୁ ୩୦୭ ରନର ବିଜୟ ଲକ୍ଷ୍ୟ ଦେଇଛି । ଶିଖର ଧାଓ୍ବନ, ଶୁବମନ ଗିଲ୍‌ ଓ ଆୟରଙ୍କ ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୩୦୬ ରନ୍‌…

ଶିଖର ଧାଓ୍ବନଙ୍କ ୧୫୦*

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ। ଏଥିସହିତ ଶିଖର ଧାଓ୍ବନ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ଶିଖର ଧାଓ୍ବନଙ୍କ ନାମରେ ନୂଆ ରେକର୍ଡ,…

ଦୁବାଇ: ଚଳିତ ଆଇପିଏଲ ସିଜିନରେ ଗୋଟିଏ ପରେ ଗୋଟିଏ ରେକର୍ଡ ବର୍ଷା ହେଉଛି। ମଙ୍ଗଳବାର ଆଉ ନୂଆ ରେକର୍ଡ ରଚିଲେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ବନ। ଚଳିତ ସିଜିନରେ ଦମଦାର ଫର୍ମରେ ଥିବା ଧାଓ୍ବନ ମଙ୍ଗଳବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ଶତକ ଅର୍ଜନ କରିଛନ୍ତି। ଦୁବାଇ…

ଅଷ୍ଟ୍ରେଲିଆ ବିପକ୍ଷ ୧ହଜାର ରନ୍‌ କ୍ଲବରେ…

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅପନର ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ବନ୍‌ ଏକ ରେକର୍ଡର ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର ରନ୍ ପୂରଣ କରିବାରେ ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୧ହଜାର…

ସଚିନ, ଲାରା ଓ ଗେଲ ଯାହ କରି ପାରିଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସୋଶିଆଲ ମିଡ଼ିଆରେ ଚ୍ୟାଲେଞ୍ଜ ଉପରେ ଚ୍ୟାଲେଞ୍ଜର ଝଡ଼ ସୃଷ୍ଟି ହେଉଛି। ସେହି ଚ୍ୟାଲେଞ୍ଜ ମଧ୍ୟରୁ ବଟଲ୍‌ କ୍ୟାପ୍‌ ଚ୍ୟାଲେଞ୍ଜ ଅନ୍ୟତମ। କିଛି ଦିନ ତଳେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ତଥା ସିକ୍ସର କିଙ୍ଗ ଯୁବରାଜ ସିଂହ ଏହି ବଟଲ୍‌ କ୍ୟାପ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ତା…

ଆହାତ କାରଣରୁ ଶିଖର ବିଶ୍ବକପ୍‌ ଟିମ୍‌ରୁ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଏକ ଝଟକା। କାହିଁକିନା ଭାରତୀୟ କ୍ରିକେଟ ବିଶ୍ବକପ୍‌ ଟିମ୍‌ରୁ ବାଦ ପଡ଼ିଲେ ଅପନର ଶିଖର ଧଓ୍ବନ। ଗତ ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଗବର ସିଂ ଆହାତ ହୋଇଥିଲେ। ଏହି ମ୍ୟାଚରେ ଅଷ୍ଟ୍ରେଲିଆନ ବୋଲର କୁଲଟର ନାଇଲଙ୍କ ବଲ ତାଙ୍କ ହାତରେ ବାଜିବାରୁ ତାଙ୍କ…

ଆହାତ କାରଣରୁ ଶିଖର ୩ ସପ୍ତାହ ପାଇଁ ଦଳରୁ…

ଇଂଲଣ୍ଡ: ଭାରତୀୟ କ୍ରିକେଟ୍‌ ଟିମକୁ ଝଟକା। ଭଲ ଫର୍ମରେ ଥିବା ଭାରତୀୟ କ୍ରିକେଟ ଦଳର ଓପନର ଗବର ସିଂ ଶିଖର ଧାଓ୍ବନ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବଲରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ସୂଚନା…