ଛକାର ଶତକ ପୂରଣ କଲେ ସୂର୍ଯ୍ୟକୁମାର,…
ଓଏଲ୍ ବ୍ୟୁରୋ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବ ୨୦୨୧ ମାର୍ଚ୍ଚ ମାମସରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ। ଅଳ୍ପ ସମୟ ଭିତରେ ଦୁର୍ଦ୍ଦଶ ବ୍ୟାଟିଂ ପାଇଁ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୂର୍ଯ୍ୟକୁମାର ଯାଦବ। ସେ ବର୍ତ୍ତମାନ ଦୁନିଆର ଏକ ନମ୍ବର…